କନକ ବ୍ୟୁରୋ : ୨୦୨୪ରେ ବିଜେପି ସରକାର କ୍ଷମତାକୁ ଆସିଲେ ଦେଶର ସେୟାର ବଜାର ଉପରେ ପଡିବ ବଡ ପ୍ରଭାବ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଦେଶର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିବ । ଏପରିକି ସେୟାର ମାର୍କେଟରେ ୨୫ପ୍ରତିଶତ ହ୍ରାସ ମଧ୍ୟ ଘଟିପାରେ ବୋଲି ଆମେରିକାର ପ୍ରମୁଖ ଇନଭେଷ୍ଟମେଂଟ ବ୍ୟାଙ୍କ ଜେଫରିଜ ଆକଳନ କରିଛି । ପୂର୍ବରୁ ୨୦୦୪ମସିହାରେ ବିଜେପି ସରକାର ପରାଜୟ ଭୋଗିବା ପରେ ସେୟାର ମାର୍କେଟ କାରବାର ୨୦ପ୍ରତିଶତ ହ୍ରାସ ଘଟିଥିଲା । ତେବେ କଂଗ୍ରେସ ସରକାର ଆସିବାର କିଛି ମାସ ମଧ୍ୟ ସ୍ଥିତିରେ ସୁଧାର ଆସିଥିଲା ।
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଭୁଷୁଡିବ ଦେଶର ଅର୍ଥନୀତି । ୨୫% ତଳକୁ ଖସିପାରେ ସେୟାର ବଜାର
/kanak/media/post_attachments/wp-content/uploads/2023/10/27-18.jpg)