Daily Archives

October 21, 2023

ପୂଜା ବଜାରରେ ସରଗରମ ବଜାରଠୁ ପେଣ୍ଡାଲ । ବିଭିନ୍ନ ରାଜ୍ୟରେ ଭଳିକି ଭଳି ଆକର୍ଷଣୀୟ ପୂଜା ମଣ୍ଡପରେ ଶୋଭା ପାଉଛି ମା…

କନକ ବ୍ୟୁରୋ : ସାରା ଦେଶରେ ଦୁର୍ଗାପୂଜାର ମାହୋଲ । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି । ନେତାଙ୍କଠୁ ନେଇ ବିଦେଶୀ ଅତିଥି । ସମସ୍ତଙ୍କ ମନରେ ମା ଦୁର୍ଗାଙ୍କ ପୁଜା ପାଇଁ ଭରି ରହିଛି ଆନନ୍ଦ, ଉତ୍ସାହ ଓ ଖୁସି । ଦେଶର ବିଭିନ୍ନ ରାଜ୍ୟରେ ଭଳିକି ଭଳି ଦୁର୍ଗା ପେଣ୍ଡାଲ ଦେଖିବାକୁ ମିଳିଛି ।…

୪ବର୍ଷ ପରେ ପାକିସ୍ତାନ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୨୦୧୯ରୁ…

କନକ ବ୍ୟୁରୋ : ୪ବର୍ଷ ପରେ ସ୍ୱଦେଶ ଫେରିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଇସଲାମାବାଦରେ ପହଁଚିବା ପରେ ସମର୍ଥକ ମାନେ ଜୋରଦାର ସ୍ୱାଗତ କରିଛନ୍ତି । ପରେ ଲାହୋରରେ ବିରାଟ ରାଲି କରିବା ସହିତ ନିଜ ସମର୍ଥକ ମାନଙ୍କୁ ସମ୍ବୋଧନ…

ପୋଷା କୁକୁର, ସାଂସଦ ଓ ଆଇନଜୀବୀଙ୍କ କାହାଣୀ । ମହୁଆ, ଜୟଅନନ୍ତ, ହେନରୀଙ୍କ ରୋଚକ କାହାଣୀ

କନକ ବ୍ୟୁରୋ : ଯଦି ତୁମେ ସିବିଆଇ ନିକଟରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବ ତେବେ ମୁଁ ତୁମକୁ ପୋଷା କୁକୁର ହେନରୀ ଫେରାଇଦେବି । ଏହି କଥା ନିଜରର ପୂର୍ବତନ ପୁୁରୁଷ ବନ୍ଧୁ ତଥା ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋଇଙ୍କୁ କୁଆଡେ କହିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା ।…

ଇସ୍ରୋ ରଚିଲା ଇତିହାସ । ‘ଗଗନଯାନ’ର ପ୍ରଥମ ଟ୍ରାଏଲ ସଫଳ

କନକ ବ୍ୟୁରୋ : ଗଗନଯାନ ମିଶନ ସହ ଆଉ ପାଦେ ଆଗକୁ ବଢିଲା ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଂଟରରୁ ଉତକ୍ଷେପଣ ହେଲା ଟେଷ୍ଟ ଭେହିକିଲ ଟିଭି-ଡି ୱାନ୍ । ବୈଷୟିକ ତ୍ରୁଟି କାରଣରୁ ଦୁଇ ଦୁଇଥର ସ୍ଥଗିତ ପରେ ଇସ୍ରୋ ବୈଜ୍ଞାନିକ ମିଶନକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବାହ୍ନ…

ଡାବର ଇଣ୍ଡିଆର ତିନ ସହଯୋଗୀ କମ୍ପାନୀ ନାଁରେ ୟୁଏସ ଓ କାନାଡ଼ାରେ ମାମଲା ରୁଜୁ । ଉତ୍ପାଦକରେ କର୍କଟରୋଗ ସୃଷ୍ଟିକାରୀ…

କନକ ବ୍ୟୁରୋ : ଡାବର ଉତ୍ପାଦକ ବ୍ୟବହାର ଶରୀର ଉପରେ ପକାଉଛିି କୁପ୍ରଭାବ, ସୃଷ୍ଟି ହେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଆମେରିକା ଓ କାନାଡ଼ାରୁ କିଛି ଗ୍ରାହକ ଏଭଳି ଅଭିଯୋଗ ଆଣିବା ସହ କମ୍ପାନୀ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ଡାବରର ସହାୟକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ…

ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟପ୍ରଦେଶ କଂଗ୍ରେସର କନ୍ଦଳ । ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ…

କନକ ବ୍ୟୁରୋ : ପଦାରେ ପଡିଲା ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ । ଦଳ ଜାରି କରିଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କିଛି ଆଶାୟୀଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଟିକେଟ ଭାଗବଂଟାରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ଦଳୀୟ କର୍ମୀ ତୁମୁଳାକାଣ୍ଡ କରିଛନ୍ତି । କଂଗ୍ରେସ…