Daily Archives

October 18, 2023

ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା । ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ସେହିପରି ତ୍ରିପୁରାର ରାଜ୍ୟପାଳ ହେବେ ଇନ୍ଦ୍ରସେନ ରେଡ୍ଡୀ । ବର୍ତ୍ତମାନ…

ଖାଦ୍ୟ ସଙ୍କଟ ସହ ଇନ୍ଧନ ଅଭାବକୁ ନେଇ ପାକିସ୍ତାନରେ ହାହାକାର । ୪୮ ବିମାନ ଉଡାଣ ବାତିଲ, ଆଶଂକା ଭିତରେ ଯାତ୍ରୀ

କନକ ବ୍ୟୁରୋ : ପାକିସ୍ଥାନରେ ଇନ୍ଧନ ସଙ୍କଟ । ପିଆଇଏର ୪୮ବିମାନ ବାତିଲ । ସୀମିତ ପରିମାଣର ଇନ୍ଧନ ଓ ପରିଚାଳନା ସମସ୍ୟା ଯୋଗୁ ବିମାନ ସବୁ ବାତିଲ କରାଯାଇଛି । ପାକିସ୍ଥାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି । ଖାଦ୍ୟ ସାମଗ୍ରୀ ପରେ…

ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟି ନେତା ଆଜମ ଖାନ । ପୁଅ, ସ୍ତ୍ରୀ ସହ ଦୋଷୀ ସାବ୍ୟସ୍ତ ପରେ…

କନକ ବ୍ୟୁରୋ : ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟିର ବରିଷ୍ଠ ନେତା ଆଜମ ଖାନ । ଆଜମ ଖାନ, ପୁଅ ଅବଦୁଲ୍ଲା ଆଜମ, ପତ୍ନୀ ତଂଜିମ ଫାତିମା ଦୋଷୀ ପ୍ରମାଣିତ ହେବା ପରେ ୩ଜଣଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଜେପି ନେତା ଆକାଶ ସକସେନା ପ୍ରମାଣ…

୫ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ଦରବାରରେ କଂଗ୍ରେସର ମାନସମନ୍ଥନ । କଂଗ୍ରେସ ନିର୍ବାଚନ କମିଟି ବୈଠକରେ ଆସନ…

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ନିବାର୍ଚନ ପାଇଁ କଂଗ୍ରେସର କସରତ ଆରମ୍ଭ । ନୂଆଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ । ମିଜୋରମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଫେକସରେ ରାଜସ୍ଥାନ । ମଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ…

ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଅପରାଧୀ: ସ୍କୁଟିରେ ଆସିଲେ ଚୋଟ ପରେ ଚୋଟ ପକାଇ ଚାଲିିଗଲେ

କନକ ବ୍ୟୁରୋ: ପାର୍ବଣ ସମୟରେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ସାମନାକୁ ଆସୁଛି ଅପରାଧର କାହାଣୀ । ସୋମବାର ଇନଫୋସିଟି ଥାନା ଅଂଚଳର ଏକ ଆପାର୍ଟାମେଂଟରେ ପଶି ଲୁଟେରାମାନେ କଳାକନା ବୁଲାଇଥିବାବେଳେ ଆଜି କଟକ-ପୁରୀ ବାଇପାସ ରୋଡରୁ ଆସିଛି ସିକ୍ୟୁରିଟି ଗାର୍ଡଙ୍କୁ…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ଆଦାନୀ ଲୁଟୁଛି ଦେଶବାସୀ ଭରଣା କରୁଛନ୍ତି

କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଦାନୀ ପାଇଁ ଭାରତରେ କୋଇଲା ଏବଂ ବିଦ୍ୟୁତ ଦର ବୃଦ୍ଧି ପାଇଛି । ଆଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି…