Monthly Archives

October 2023

ମାଟ୍ରିକରେ ହେବେନି କେହି ଫେଲ! ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ କୌଣସି ପିଲା ଫେଲ ହେବେନାହିଁ । ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ହେବେନି ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କିଭଳି କରିବେ ସେ ନେଇ ମାର୍ଗଦର୍ଶିକାରେ ବିସ୍ତୁତ ଭାବେ କୁହାଯାଇଛି ।…

ମନ୍ତ୍ରୀ ଘର ଆଗରେ ଶସ୍ତାରେ ପିଆଜ: ୨୦ଟଙ୍କାରେ ପିଆଜ ବିକିିଲା କଂଗ୍ରେସ

କନକ ବ୍ୟୁରୋ: ପିଆଜ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଯେଉଁ ପିଆଜ ଦିନ କେଇଟା ପୂର୍ବରୁ, କିଲୋପିଛା ମାତ୍ର ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପିଆଜ ଦର ୮୦ଟଙ୍କା ଛୁଇଁଲାଣି । କାର୍ତିକ ମାସ ଆରମ୍ଭ ହୋଇଯାଇଥିଲେ ବି ପିଆଜ ଦର ଅଧିକ ରହିଛି । ଯାହାକୁ ପ୍ରତିବାଦ କରି ଆଜି ଆନ୍ଦୋଳନକୁ…

ଆରବିଆଇ ସାମ୍ନାରେ ଲମ୍ବା ଧାଡି଼ ପଛର ସତ: ଦିନ ମଜୁରିଆଙ୍କ ହାତରେ କିଏ ଧରାଇଲା ୨୦୦୦ ଟଙ୍କିଆ?

କନକ ବ୍ୟୁରୋ: ୨ ହଜାର ଟଙ୍କା ବଦଳ ପାଇଁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଲାଗିଛି ଭିଡ । ଟଙ୍କା ବଦଳ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବସ୍ତି ବାସିନ୍ଦା, ଦିନ ମଜୁରିଆ । ତେବେ ଏମାନଙ୍କ ପାଖରେ ଏତେ ଟଙ୍କା କୁଆଡୁ ଆସିଲା ଖୋଳତାଡ ପରେ ଧରାପଡିଥିଲା ସତ । କନକ ନ୍ୟୁଜ…

ନାମାଙ୍କନ ସତ୍ୟପାଠ ଦାଖଲ ବେଳେ ଖୋଲିଲା ସଚିନ ପାଇଲଟଙ୍କ ଗୁମର । ଲୁଚାଛପାରେ ସଚିନ ସାରାଙ୍କୁ ଦେଇଛନ୍ତି ଛାଡପତ୍ର

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି କଂଗ୍ରେସ ନେତା ସଚିନ ପାଇଲଟ ଟେଙ୍କ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତାଙ୍କ ନାମାଙ୍କନ ସତ୍ୟପାଠରେ ଏମିତି ଏକ ଗୁମର ଖୋଲିଛି ଯାହା ରାଜ୍ୟ ରାଜନୀତିକୁ ଚମକାଇଦେଇଛି । ସତ୍ୟପାଠରେ…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଚାଲିଗଲା ଜଣେ ଲୋକର ଜୀବନ

କନକ ବ୍ୟୁରୋ : ଭୟାବହ ଅଗ୍ନିକାଣ୍ଡରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ୮ ବଖରା ଘର ଜଳିଯାଇଛି । କୋରାପୁଟ ଜିଲ୍ଲା ଗୁଣୁପୁରର ଏକ ଅସ୍ଥାୟୀ କଲୋନୀରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଜଣେ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ୮ ବଖରା ଘର ପୋଡି…

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଭତା ଟଙ୍କା ଦେବା ପାଇଁ ବୃଦ୍ଧ ହିତାଧିକାରୀ କାମାକ୍ଷାନଗରର ଦାଶରଥୀଙ୍କ ଘରକୁ…

କନକ ବ୍ୟୁରୋ : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଶଯ୍ୟାଶାୟୀ ଦାଶରଥିଙ୍କ ଘରକୁ ଯାଇ ଭତାଟଙ୍କା ଦେଲେ ସରକାରୀ କର୍ମଚାରୀ । ୮୨ ବର୍ଷିୟ ଏହି ଶର୍ଯ୍ୟାଶାୟୀ ବୃଦ୍ଧ ଜଣକ ୭ ଶହ ଟଙ୍କା ବଦଳରେ ୫ଶହ ଟଙ୍କା ପାଉଥିଲେ । ସେଇ ଟଙ୍କା ବ୍ୟାଙ୍କ ଆକାଉଂଟକୁ ଯାଉଥିବାରୁ ସେ ଉଠାଇପାରୁନଥିଲେ । ଖବର…