Daily Archives

October 7, 2023

ମିଶନ ଗଗନଯାନକୁ ନେଇ ଇସ୍ରୋର ତାଜା ସୂଚନା: ଅନ୍ତିମ ଚରଣରେ ପରୀକ୍ଷଣ ପ୍ରସ୍ତୁତି

କନକ ବ୍ୟୁରୋ: ଗଗନଯାନ ମିଶନର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ମହାକାଶକୁ ଯିବାକୁ ଏବେ ପ୍ର୍ରସ୍ତୁତ । ସମସ୍ତ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ । ଏନେଇ ଇସ୍ରୋ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଅକ୍ଟୋବର ମାସ ଶେଷରେ ସୁଦ୍ଧା ମାନବବିହୀନ ପରୀକ୍ଷଣ କରାଯିବ ।…

ସିକ୍କିମରେ କମିଛି ବନ୍ୟା, ହେଲେ କମୁନି ଯନ୍ତ୍ରଣା: ବାଙ୍ଗଲାଦେଶରୁ ମିଳୁଛି ବନ୍ୟା ସ୍ରୋତରେ ଭାସିଯାଇଥିବା ଲୋକଙ୍କ ଶବ

କନକ ବ୍ୟୁରୋ: ସିକ୍କିମରେ ତାଣ୍ଡବ ରଚିଛି ବନ୍ୟା । ମଙ୍ଗଳବାର ରାତିରେ ଦକ୍ଷିଣ ସକ୍କିମର ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପରେ ବନ୍ୟାପାଣିର ପ୍ରଖର ସ୍ରୋତରେ ୨୩ଜଣ ଯବାନଙ୍କ ସମେତ ଶତାଧିକ ଲୋକ ଭାସିଯାଇଥିଲେ । ଏବେ ସୁଦ୍ଧା ୪୦ରୁ ଅଧିକ…

ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ ମାମଲାରେ ବିହାର ସରକାରଙ୍କୁ ଆଶ୍ୱସ୍ତି: ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ଜନଗଣନା…

କନକ ବ୍ୟୁରୋ: ବିହାର ସରକାରଙ୍କୁ ଆଶ୍ୱସ୍ତି ।  ନିକଟରେ ରାଜ୍ୟ ସରକାର ପ୍ରକାଶ କରିଛନ୍ତି ଜାତିଗତ ଜନଗଣନା ରିପୋର୍ଟ । ପଟନା ହାଇକୋର୍ଟଙ୍କ ନିଷ୍ପତିକୁ ବିରୋଧରେ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ…

ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ । ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ ହେବ । ଜାନୁଆରୀ ପହିଲାରେ ଏଥିପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପର ସମୀକ୍ଷା କରି ୫ ହଜାର ୯୨୯କୋଟିର ଡିପିଆରକୁ…

ଭାରତ-ଅଷ୍ଟ୍ରେଲିଆ ମୁକାବିଲା: ଓପନିଂ କରିବେ ଇସାନ କିଶାନ!

କନକ ବ୍ୟୁରୋ: ରବିବାର ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଦିନିକିଆ ରାଙ୍କିରେ ଏକ ନମ୍ବର ଦଳ ସହ ୩ ନମ୍ବର ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ଡେଙ୍ଗୁରେ ପୀଡିତ ଥିବା ଶୁଭମନ ଗିଲ ପୁରା ସୁସ୍ଥ ହୋଇନଥିରୁ ତାଙ୍କ ସ୍ଥାନରେ ଇସାନ କିଶାନଙ୍କୁ…

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ପଦକରେ ଶତକ ମାରିଲେ ଭାରତୀୟ ଖେଳାଳି

କନକ ବ୍ୟୁରୋ: ଚୀନର ହହାଙ୍ଗଝୌରେ ଇତିହାସ ରଚିଛି ଭାରତ । ଏସିଆନ୍ସ ଗେମ୍ସରେ ପଦକରେ ଶତକ ମାରିଛନ୍ତି ଭାରତୀୟ ଖେଳାଳି । ଏସୀୟ କ୍ରିଡାରେ ଏହା ହେଉଛି ଭାରତର ସବୁଠୁ ବଡ଼ ରେକର୍ଡ । ଏହା ପୂର୍ବରୁ ଭାରତ କେବେବି ଏତେ ସଂଖ୍ୟକ ପଦକ ପାଇନଥô୍ଲା । ୨୦୧୮ ଜାକର୍ତାରେ ହୋଇଥିବା ଏସିଆନ ଗେମ୍ସରେ ଭାରତ…