Daily Archives

October 5, 2023

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଅନ୍ତ: ଝିଅ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ 

କନକ ବ୍ୟୁରୋ: କ୍ୟାପିଟାଲ ହସପିଟାଲ  ନବଜାତ ଶିଶୁ ଅଦଳବଦଳ ବିବାଦର ଅନ୍ତ ଘଟିଛି ।  ମା ସଙ୍ଗେ ଝିଅର ଡିଏନଏ ରିପୋର୍ଟ ଆସିଛି ।  ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ପରିଜାଙ୍କ ଝିଅ ହୋଇଥିବା ଜଣାପଡିଛି ।  କୋର୍ଟ ଅନୁମତି ପରେ ଗତ ସୋମବାରଦିନ ମା ଓ ଝିଅର ଡିଏନଏ ନମୁନା ନେଇଥିଲେ…

ବିଜ୍ଞାପନ ପାଇଁ ବିବାଦରେ ବିଗ୍ ବି: ଫ୍ଲିପକାର୍ଟର ପ୍ରମୋସନାଲ ଭିଡିଓରେ ଅମିତାଭ ବଚ୍ଚନଙ୍କ ବାର୍ତାକୁ ନିନ୍ଦା ସହ…

କନକ ବ୍ୟୁରୋ: ବିଜ୍ଞାପନ ପାଇଁ ବିବାଦରେ ବିଗ ବି । ଲୋକପ୍ରିୟ ଅନଲାଇନ ସପିଂ କମ୍ପାନି ଫ୍ଲିପ୍କାର୍ଟର ଏକ ବିଜ୍ଞାପନ କରି ଫଶିଯାଇଛନ୍ତି ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ପାର୍ବଣ ଋତୁ ଆଗକୁ । ଏନେଇ କମ୍ପାନୀ ବିଗ ବିଲିୟନ ଡେ ପାଇଁ ଅଭିନେତାଙ୍କୁ ନେଇ ଏକ ବିଜ୍ଞାପନ କରିଥିଲା । ।ମୋବାଇଲ…

ପ୍ରାକୃତିର ତାଣ୍ଡବରେ କାନ୍ଦୁଛି ସିକ୍କିମ: କମିଛି ବନ୍ୟା ପ୍ରକୋପ କିନ୍ତୁ ଲିଭୁନି ଯନ୍ତ୍ରଣା

କନକ ବ୍ୟୁରୋ: ସିକ୍କିମ ଆଖିରେ ଲୁହ । ପ୍ରଳୟଙ୍କାରୀ ବନ୍ୟା ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । ୨୪ଘଂଟା ଭିତରେ ବଦଳିଛି ସିକ୍କିମର ବିଭିନ୍ନ ସ୍ଥାନ । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଥିବା…

ରାଜସ୍ଥାନରେ ପ୍ରଧାନମମନ୍ତ୍ରୀଙ୍କ ପାୱାର ଶୋ: କହିଲେ ଅନେକ ଦୁର୍ନୀତି କରି ଥକି ଯାଇଛନ୍ତି ଗେହଲଟ, ବିଶ୍ରାମ ନେବାକୁ…

କନକ ବ୍ୟୁରୋ: ରାଜସ୍ଥାନ ଯୋଧପୁରରେ ବିଜେପିର ବିଶାଳ ଜନସଭା । ଗୁରୁବାର ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ରାଜ୍ୟକୁ ୫ହଜାର କୋଟିର ବିଭିନ୍ନ ପରିଯୋଜନା ଭେଟିଦେଇଛି ବିଜେପି । ଆଗକୁ ବିଧାନସଭା ନିର୍ବାଚନ । ଭୋଟରଙ୍କୁୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି ବିଭିନ୍ନ ଦଳ । ଏହା…

ସଂଜୟ ସିଂଙ୍କ ଗିରଫକୁ ଜୋରଦାର ବିରୋଧ: ଦିଲ୍ଲୀ ରାସ୍ତାରେ ଆପର ଗର୍ଜନ । ଆନ୍ଦୋଳନ କଲେ, ସ୍ଲୋଗାନ ଦେଲେ

କନକ ବ୍ୟୁରୋ: ଦିଲ୍ଲୀ ରାସ୍ତାରେ ଗର୍ଜନ । ବିଜେପି ସରକାରଙ୍କ ବିରୋଧରେ ରଣହୁଙ୍କାର । ଶହ ଶହ ସଂଖ୍ୟକ ଆମ ଆଦମୀ ପାର୍ଟି ନେତା, କର୍ମୀ, ସମର୍ଥକ ଏକଜୁଟ ହୋଇ ଗୁରୁବାର ଆନ୍ଦୋଳନ କରିଛନ୍ତି । ବୁଧବାର ଜେରା, ଚଢାଉ ପରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ଗିରଫ କରିଥିଲା ପ୍ରବର୍ତନ…

କଂଗ୍ରେସ ଫୋକସରେ ଅବିଭକ୍ତ କୋରାପୁଟ: ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

କନକ ବ୍ୟୁରୋ: ଦକ୍ଷିଣ ଓଡିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୁଇଦିନ ଧରି କୋରାପୁଟରେ ଶୋଭାଯାତ୍ରା ଓ ସମାବେଶ ପରେ ଆଜି ମାଲକାନଗିରି ଜିଲ୍ଲାରେ ଦମ ଦେଖାଇଛି କଂଗ୍ରେସ । ରାଜ୍ୟର ପ୍ରମୁଖ ନେତା ଏହି ସମାବେଶରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଲୋକଙ୍କୁ…