Daily Archives

October 29, 2023

ପୁଣି ବାହାନଗା ଟ୍ରେନ ଟ୍ରାଜେଡିର ପୁନରାବୃତ୍ତି । ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୬ ଜଣ…

କନକ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ସରକାରୀ ସୂତ୍ରରୁ ଏହି ଟ୍ରେନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ ମୋଦୀ । ଟ୍ରେନ୍ ଦୁର୍ଘଟଣାର ତଥ୍ୟ ନେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର କଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଲମଣ୍ଡା ଓ କାଣ୍ଟକାପାଲିରେ ଘଟିଥିବା ଏହି ଦୁର୍ଘଟଣାର ସ୍ଥିତି ଉପରେ ନଜର ରଖିବାକୁ…

ସିଗନାଲ ଓଭରସୁଟିଂରୁ ଦୁଇ ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁଇଟି ବଗି ସହ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ୍ । ଏକାଧିକ…

କନକ ବ୍ୟୁରୋ: ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା-କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣା ପଛରେ ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ…

ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ୬ ଯାତ୍ରୀଙ୍କ ମୃତ୍ୟୁ ନେଇ ସରକାରୀ ସୂତ୍ରରୁ ସୂଚନା

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିଜୟନଗରମର…

ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା । ୧୦ରୁ ଅଧିକ ମୃତ,  ଏକାଧିକ ଆହତ ।

କନକ ବ୍ୟୁରୋ: ପୁଣି ବଡ ଟ୍ରେନ୍ ଅଘଟଣ । ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି…

ନଡିଆ କତାରେ ତିଆରି ହେଉଛି ଘରକରଣା ସାମଗ୍ରୀ । ସାକ୍ଷୀଗୋପାଳରୁ କଞ୍ଚାମାଲ ନେଇ କତା ପାପୋଛ ବୁଣୁଛନ୍ତି ଜଳେଶ୍ୱର…

କନକ ବ୍ୟୁରୋ: ନଡ଼ିଆ କତାରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ବିଶେଷକରି ପାପୋଛ, ମ୍ୟାଟ୍, କତା କଣ୍ଢେଇ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ପୁରୀ ସାକ୍ଷୀଗୋପାଳ ଅଞ୍ଚଞ୍ଚଳରୁ ନଡ଼ିଆ କତା କିଣି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହି କାମ ଦ୍ୱାରା ସ୍ୱାବଲମ୍ବୀ ହୋଇଛନ୍ତି…