Daily Archives

October 17, 2023

ବିଶ୍ୱକପରେ ଅବିଶ୍ୱସନୀୟ ଖେଳ ଖେଳିଲା ନେଦରଲ୍ୟାଣ୍ଡ । ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ

କନକ ବ୍ୟୁରୋ : ବିଶ୍ୱକପରେ ଆଜି ଏକ ଅବିଶ୍ୱସନୀୟ ମ୍ୟାଚ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ୩୮ ରନରେ ପରାଜିତ କରିଛି । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଏଥିରେ ନେଦରଲ୍ୟାଣ୍ଡ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ…

ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ

କନକ ବ୍ୟୁରୋ : ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ହାଇକୋର୍ଟରେ ମିସ କେଶ ଫାଇଲ କରିଛନ୍ତି ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । କଟକ ସବରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ସୋମାଲିକା । ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ବିଜୟଶଙ୍କର କଟକ…

ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସୃଷ୍ଟିି ହେବ ନୂଆ ଇତିହାସ । ପ୍ରଥମଥର ବିଶ୍ୱମଂଚରେ ଭାଗ ନେବେ ୨ଜଣ କିନ୍ନର

କନକ ବ୍ୟୁରୋ : ନଭେମ୍ବର ୧୮ରେ । ଆମେରିକା ସାନ ସାଲଭାଦରରେ ଆୟୋଜିତ ହେବ ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ପ୍ରତିଥର ପରି ଏଥରକ ମଂଚରେ କିିଛି ନୂଆ ହେବାକୁ ଯାଉଛି । ଯାହା ଇତିହାସ ରଚିବ । କାରଣ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଦୁଇଜଣ କିନ୍ନର ପ୍ରତିଯୋଗୀ ।…

୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ । ରକେଟ୍ରି ପାଇଲା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର,ପୁଷ୍ପା ପାଇଁ ଅଲ୍ଲୁ…

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ବିଜ୍ଞାନଭବନରେ ଆୟୋଜିତ ହୋଇଛି ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର କାର୍ଯ୍ୟକ୍ରମ । ସର୍ବଶ୍ରେଷ୍ଠ ଫିଚର ଚଳଚିତ୍ର ପାଇଁ ରକେଟ୍ରିକୁ ସମ୍ମାନିତ କରାଯାଇଛି   । ସେହିପରି ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ପୁରସ୍କାର ହାତେଇଛି ସର୍ଦ୍ଦାର ଉଧମ ସିଂ । ଆରଆରଆରକୁ…

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶକୁ କଂଗ୍ରେସର ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ସମସ୍ତଙ୍କୁ ମିଳିବ ୨୫ଲକ୍ଷ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ନିର୍ବାଚନ ଇସ୍ତାହାର । ରାଜ୍ୟବାସୀଙ୍କ ପାଇଁ ରହିଛି ଭଳିକି-ଭଳି ପ୍ରତିଶ୍ରୁତି । ଦଳ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶରୁ ଆଇପିଏଲ ଟିମ୍ ଗଠନ ସହ ରାଜ୍ୟରେ କରାଯିବ ଜାତିଭିତିକ ଜନଗଣନା । ସେପଟେ କଂଗ୍ରେସର ଏହି…

ମିଶନ ଗଗନଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବୈଜ୍ଞାନିକଙ୍କ ସହ ବିସ୍ତୁତ ଆଲୋଚନା…

କନକ ବ୍ୟୁରୋ : ମିଶନ ଗଗନଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ବସିିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯିବା ସହ ନିଷ୍ପତି ନିଆଯାଇଛି ।୨୦୩୫ ସୁଦ୍ଧା ମହାକାଶରେ ଭାରତ ଖୋଲିବ ସ୍ପେଶ ଷ୍ଟେସନ ଓ ୨୦୪୦ ସୁଦ୍ଧା…