Daily Archives

October 27, 2023

କାର୍ତ୍ତିକ ମାସ ପୂର୍ବରୁ ଆମିଷ ମାଡ: ମାଛ, ମାଂସ ଦୋକାନରେ ଅସମ୍ଭାଳ ଭିଡ

କନକ ବ୍ୟୁରୋ: କାର୍ତିକ ମାସ ପୂବ ର୍ରୁ ଆମିଷ ବଜାରରେ ଭିଡ । ଦିନକ ପରେ କାର୍ତିକ ମାସ ଆରମ୍ଭ ହେଉଥିବାରୁ ଏବଂ ଆସନ୍ତାକାଲି କୁମାରପୂଣ୍ଣ ର୍ିମାରେ ଚନ୍ଦ୍ର ଗ୍ରହଣ ପଡୁଛି । ତେଣୁ ଘରେ ଆମିଷ ପଶି ପାରିବ ନାହିଁ । ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । କାର୍ତିକ ମାସ ଆରମ୍ଭ ପୂର୍ବରୁ…

୨୦୨୪ ନିର୍ବାଚନ ପାଇଁ କସରତ: ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ପର୍ଯ୍ୟନ୍ତ କରିହେବ ଆବେଦନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜିଠୁ ଆରମ୍ଭ ହୋଇଯାଛି ଭୋଟର ତାଲିକା ସଂଶୋଧନ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଲୋକେ ଭୋଟର ତାଲିକାରେ ପଞ୍ଜୀକରଣ କିମ୍ବା ସଂଶୋଧନ ପାଇଁ ଆବେଦନ କରିପାରିବେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୧୮ବର୍ଷ…

ପିଆଜ କିଣିଲେ ବୋହୁଛି ଲୁହ: ମାସକ ଭିତରେ ଦାମ ହେଲାଣି ଦୁଇ ଗୁଣା

କନକ ବ୍ୟୁରୋ: ପିଆଜର ଦର ଆଖିଲେ ଲୁହ ଆଣି ଦେଇଛି । ମାସକ ଭିତରେ ପିଆଜର ଦର ଦୁଇ ଗୁଣା ବୃଦ୍ଧିପାଇଛିି । ଖୁଚୁରା ବଜାରରେ ପିଆଜ କିଲୋ କେଉଁଠି ୫୦ ଟଙ୍କା ତ କେଉଁଠି ୬୦ ଟଙ୍କା ହେଲାଣି । ରୋଷେଇ ଶାଳର ଆବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ସେପଟେ ଚାହିଦା ମୁତାବକ…

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ: ଗାଁ ହୋଇଗଲା ପୁରୁଷ ଶୂନ୍ୟ

କନକ ବ୍ୟୁରୋ: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ଗାଁ । ମଚେଂଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହିର ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଛି । ଟେକା ପଥର ସହ ବୋମା ମାଡ ହୋଇଛି । ଦୁଇ ସାହିରେ ଏବେ ବି ଚାପା ଉତେଜନା ରହିଛି । ଶାନ୍ତି ଫେରାଇ ଆଣିବାକୁ ବ୍ୟାପକ ପୁଲିସ ମୂତୟନ…

କେବେ ତୁଟିବ ଓଲିଉଡ୍ କଳି? ମନୋଜଙ୍କୁ କ୍ଷମା ମାଗିଲେ ବାବୁସାନ୍

କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ବିବାଦରେ ଆଉ ଜଣେ ସୁପରଷ୍ଟାର ପ୍ରବେଶ କରିଛନ୍ତି । ବିବାଦର ସମାଧାନ ବାଟ ଧରି କଳି ତୁଟାଇବାକୁ ଆଗକୁ ଆସିଛନ୍ତି ବାବୁସାନ । ମନୋଜ ମିଶ୍ରଙ୍କୁ କ୍ଷମା ମାଗି ସେ ବିବାଦକୁ ଆଗକୁ ନବଢାଇବାକୁ ଅନୁରୋଧ କରିଛନ୍ତି । ମନୋଜ ମିଶ୍ରଙ୍କୁ ବାସନ୍ଦ ପରଠୁ ଆରମ୍ଭ ହୋଇଥିବା…

ବଡ଼ ପରଦାକୁ ଆସିବ ସୀମା-ସଚିନଙ୍କ ପ୍ରେମକାହାଣୀ । ସିନେମା ‘କରାଚିଠୁ ନୋଏଡ଼ା’ର ପ୍ରଥମ ଟ୍ରେଲର ଜାରି

କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କରାଚି ଟୁ ନୋଏଡା’ର ଟ୍ରେଲର ରିଲିଜ ହୋଇଛି । ନୋଏଡାରେ ରହୁଥିବା ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡି ନିଜ ୪ ଛୁଆଙ୍କୁ ଧରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ତିଆରି…