Daily Archives

October 6, 2023

୧୮ ରାଜ୍ୟରେ ହେବ କଡ଼ା ଟକ୍କର: ୨୮୨ ଆସନରୁ ଏନଡିଏକୁ ମିଳିବ ୧୧୮, ଇଣ୍ଡିଆ ମେଂଟ ଖାତାକୁ ଆସିବ ୧୧୦

କନକ ବ୍ୟୁରୋ: ଯଦି ବର୍ତମାନ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ୧୮ ରାଜ୍ୟର ୨୮୨ ଲୋକସଭା ଆସନରୁ ବିଜେପି ନେତୃତାଧିନ ଏନଡିଏ ୧୧୮ ଆସନ ହାସଲ କରିବ । ଆଉ ବିରୋଧୀ ମେଂଟ ଇଣ୍ଡିଆ ୧୧୦ ଆସନ ହାତେଇବ ।…

ଅନଲାଇନ ବେଟିଂ ଆପ ମାମଲାରେ ଫସିଗଲେ କଳାକାର: ଇଡି ରାଡାରରେ ବଲିଉଡ କଳାକାର

କନକ ବ୍ୟୁରୋ: ବଲିଉଡରେ ଇଡି ଆତଙ୍କ । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ  ସାମ୍ନାକୁ ଆସୁଛି ଜଣଙ୍କ ପରେ ଜଣେ ବଲିଉଡ କଳାକାରଙ୍କ ନାଁ । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଜେରା ପାଇଁ ସମନ ମିଳିଥିବାବେଳେ ଏବେ ରାଡ଼ାକୁ ଆସିଛନ୍ତି କମେଡି କଳାକାର କପିଲ ଶର୍ମା, ଅଭିନେତ୍ରୀ…

ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି

କନକ ବ୍ୟୁରୋ: ବୁଧବାରଠୁ ସୋସିଆଲ ମିିଡିଆରେ ପରସ୍ପରକୁ ଆକ୍ଷେପ କରିଚାଲିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ନିଜ ସୋସିଆଲ ମିଡିଆ ସ୍ପେଶଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖିବାକୁ ମିଳିଥିଲା । ପୋଷ୍ଟରେ…

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ୯ବର୍ଷ ପରେ ପୁଣି ଦେଶ ପାଇଁ ସୁନା ଆଣିଲା ପୁରୁଷ ହକି ଟିମ

କନକ ବ୍ୟୁରୋ: ଇତିହାସ ରଚିଲା ଭାରତ ପୁରୁଷ ହକି ଦଳ । ଦେଶ ପାଇଁ ଆଣିଲେ ସୁନା । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଲା ପୁରୁଷ ହକି ଟିମ୍ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍…

ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା: ଠକ ହାବୁଡ଼ରେ ପଡୁଛନ୍ତି ଚାକିରି ଆଶାୟୀ

କନକ ବ୍ୟୁରୋ: ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଠକାମି କରୁଛନ୍ତି ଠକ । ବହୁ ସମୟରେ ଚାକିରି ଆଶାୟୀଙ୍କ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଆସୁଛି । ବାଲେଶ୍ୱରରେ ଜଣେ ରେଳ କର୍ମଚାରୀ ଓ ତାଙ୍କ…

ତେଜିଲା ସିବିଆଇ ତଦନ୍ତ ଦାବି: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ଏଏସଆଇ ଆଲିସ ଲୁଗୁନଙ୍କୁ ନ୍ୟାୟ ଦେବା ପାଇଁ…

କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତାତିଛନ୍ତି ଆଦିବାସୀ । ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହଜାର ହଜାର ଆଦିବାସୀ ଘେରାଉ କରି ହଲ୍ଲାବୋଲ କରିଛନ୍ତି । ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କଡା…