Daily Archives

October 20, 2023

ସ୍ଥଗିତ ରହିଲା ବସ୍ ଧର୍ମଘଟ । ରାଜ୍ୟରେ ଆଜିଠୁ ପୁଣି ଗଡିବ ବସ୍ । ପ୍ରେସମିଟ୍ କରି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ…

କନକ ବ୍ୟୁରୋ: ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି । ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ପ୍ରେସମିଟ୍ କରି…

ମହମ୍ମଦ ଆଝାରୁଦ୍ଧିନଙ୍କ ନାଁରେ ମାମଲା । ପାଣ୍ଠି ହେରଫେର ଅଭିଯୋଗରେ ଆଣି ପୁଲିସର ଦ୍ୱାରସ୍ଥ ହେଲେ ହାଇଦ୍ରାବାଦ…

କନକ ବ୍ୟୁରୋ : ପୁଣି ବିବାଦରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ । ସଭାପତି ଥିବା ସମୟରେ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଏଚସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ…

ବିଶ୍ୱକପ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ନାହିଁ ଅଲରାଉଣ୍ଡର…

କନକ ବ୍ୟୁରୋ : ବଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ପାଣ୍ଡ୍ୟା ଆଉଟ୍ । ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଅଧାରୁ ପଡିଆ ଛାଡିଥିଲେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟା ବଢିବା କାରଣରୁ ପରବର୍ତୀ…

ଟ୍ରାକରେ ଦୌଡିଲା ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ୍ । ‘ନମୋ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ

କନକ ବ୍ୟୁରୋ : ଦେଶକୁ ମିଳିଲା ପ୍ରଥମ ର୍ୟାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତର ପ୍ରଦେଶ, ସାହିବାବାଦ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରରେ ରାପିଡଏକ୍ସ ଟ୍ରେନ ଗଡିଥିବା…

ପୁଣି ବିକ୍ରି ହେଲାଣି ଟଙ୍କତୋରାଣି । ନିଷେଧାଦେଶକୁ ମାନୁନାହାନ୍ତି ଅସାଧୁ ବ୍ୟବସାୟୀ

କନକ ବ୍ୟୁରୋ: ତେଜିଲା ଶ୍ରୀମନ୍ଦିର ବାହାର ବେଢ଼ାରେ ବିକ୍ରି ବାହାର ବେଢ଼ାରେ ବିକ୍ରି ହେଉଥିବା ଟଙ୍କତୋରାଣି ପ୍ରସଙ୍ଗ । ଦୀର୍ଘ ବର୍ଷ ହେବ ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ ଥିବାବେଳେ ପୁଣି ଥରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର…

ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ପଇସା ବିବାଦରେ ବଢ଼ୁଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ମୋଇତ୍ରାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଟିଏମସି ସାଂସଦ, ଗୌତମ…