Daily Archives

October 3, 2023

କାଲିଠୁ ଖୋଲିବ ୟୁନିଟ୍-୧ ହାଟ । ବିଏମସି ସହ ଆଲୋଚନା ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି । 

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ୟୁନିଟ ୧ ହାଟ। ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ…

ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନା ପାଲଟିଛି ମୃତ୍ୟୁଯନ୍ତା । ୩୬ଘଣ୍ଟାରେ ୧୨ଜଣ ଶିଶୁଙ୍କ ସମେତ ୩୧ରୁ ଅଧିକ ମୃତ

କନକ ବ୍ୟୁରୋ: ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଶଯ୍ୟାରେ ରୋଗୀ ପଡି ଛଟପଟ ହେଉଛନ୍ତି ତ ପୁଣି କେଉଁଠି ଚାଲିଯାଇଛି ଜୀବନ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨୪ ଘଣ୍ଟାରେ ୨୪ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ୩୬ ଘଣ୍ଟାରେ ଯାଇଛି ୩୦ରୁ ଅଧିକ ଜୀବନ । ଏହା ପଛର କାରଣ ହେଉଛି…

ରାଜ୍ୟରେ ବଢୁଛି ହାତୀମୃତ୍ୟୁ । ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ ।

କନକ ବ୍ୟୁରୋ: ସୁନ୍ଦରଗଡ ଓ ପଦ୍ମପୁରରେ ଜନବସତି ମୁହାଁ ହାତୀ । ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ହାତୀ ଗାଁକୁ ଚାଲିଆସିଛନ୍ତି । କିନ୍ତୁ ବିଧାନସଭାରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଚିନ୍ତାଜନକ । ରାଜ୍ୟରେ ବଢୁଛି ହାତୀମୃତ୍ୟୁ ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ…

ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଶେଷ ହେଲା ଲୁଚକାଳି ଖେଳ । ବନ୍ଧା ହେଲା କିଲର କାର ମାଲିକ । ଅଭିଯୁକ୍ତ ବିକାଶ ପାଲ୍ ହେଉଛନ୍ତି ଏକ ଘରୋଇ ବ୍ୟାଙ୍କର ଏଜିଏମ୍ । ଅଭିଯୁକ୍ତ ବିକାଶ ରାଜମହଲ ଛକରେ ଜଣେ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର ଥିଲେ । ଦିନଯାକର କାମସାରି ସବୁଦିନ ଭଳି ଶନିବାର ରାତିରେ ଓଭରବ୍ରିଜ ତଳେ…

ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି ।…

କନକ ବ୍ୟୁରୋ: ନିଜର ହକ୍ ପାଇଁ ରାଜଧାନୀ ରାଜପଥରେ ଲଢେଇ କରୁଛନ୍ତି ଅଙ୍ଗନବାଡି ଦିଦି ଓ ସହାୟିକା । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଡି ରହିଛନ୍ତି । ସାଙ୍ଗରେ ଆଣିଥିବା ପଖାଳ ସାଙ୍ଗକୁ ଆଳୁ ସିଝା ଓ କଞ୍ଚା ଲଙ୍କା ଖାଉଛନ୍ତି ଅଙ୍ଗନବାଡି ଦିଦି ।…

ଜନବିରୋଧୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ‘ଜନବିରୋଧୀ’ ଟିପ୍ପଣୀର ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

କନକ ବ୍ୟୁରୋ: ଦିନିକିଆ ଓଡି଼ଶା ଗସ୍ତରେ ଆସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ, ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଓଡିଶାରେ ଫୁଲ ଦମରେ ଲଢିବ ବୋଲି କେନ୍ଦ୍ରମନ୍ତ୍ରୀ…