Daily Archives

October 13, 2023

ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ

କନକ ବ୍ୟୁରୋ: ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ ବଡ଼ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ପୂର୍ବରୁ ବଲିଉଡ କଳାକାରଙ୍କୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ମଧ୍ୟାହ୍ନ ୨ଟାରେ ମ୍ୟାଚ…

୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ: ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କରିଛି ଭାରତ । ବିଏସଏଏନଏଲ ସହ ମିଶି ୧୫ ହଜାର ୫୦୦ ଫୁଟ ଉଚ୍ଚତାରେ ମୋବାଇଲ ଟାୱାର ପ୍ରତିଷ୍ଠା କରିଛି ଭାରତୀୟ ସେନା । ଭାରତ-ପାକିସ୍ତାନ ସୀମା ଏଲଓସିରେ ଥିବା ସିଆଚେନରେ ପ୍ରବଳ ତୁଷାରପାତ…

ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା: ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ

କନକ ବ୍ୟୁରୋ: ଧାରଣାରେ ଫାଟ ଯୋଗୁ ଘଟିଲା ବିହାର ବକ୍ସର ରେଳ ଦୁର୍ଘଟଣା । ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ କରାଯାଉଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ପ୍ରାଥମିକ ରିପୋର୍ଟରୁ ଧାରଣାରେ…

୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ: ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଦେଶ ପାଳିବ ଗଣତନ୍ତ୍ରର ମହୋତ୍ସବ । ଆଗାମୀ ନିର୍ବାଚନରେ ୧୦୦କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଗଣତନ୍ତ୍ରର ଇତିହାସରେ ଏହା ରେର୍କଡ ସୃଷ୍ଟି କରିବ ବୋଲି ନୂଆଦିଲ୍ଲୀର ଯଶୋଭୂମିରେ ଦୁଇ ଦିନିଆ…

ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ହମାସର ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ଯାହାର ଚିତ୍ର ସାମ୍ନାକୁ ଆସିଛି । ସହର ଭଙ୍ଗା କୋଠା ଘରର ଗନ୍ତାଘର ପାଲଟିଯାଇଛି । ଇସ୍ରାଇଲ ସେନା ଏପର୍ଯ୍ୟନ୍ତ ୬ ହଜାରୁ…

ବଜାର ମଝିରେ ବ୍ୟାଙ୍କ ସେବା । ବଦଳ ଚାଲିଛି ଚିରାଫଟା ନୋଟ୍

କନକ ବ୍ୟୁରୋ : ହାତରେ ଅଛି ୫ ଶହ ଟଙ୍କିଆ ନୋଟ । କିନ୍ତୁ ନୋଟଟି ନଷ୍ଟ ହୋଇଯାଇଥିବାରୁ ଏହାକୁ ଖର୍ଚ କରିପାରୁନଥିଲେ । ଟଙ୍କା ବଦଳାଇବାକୁ ବ୍ୟାଙ୍କ ଯିବାକୁ ବି ସମୟ ନଥିଲା । କିନ୍ତୁ ଏବେ ବଜାର ମଝିରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇଥିବାରୁ ଟଙ୍କା ବଦଳାଇବାକୁ ଆସିଛନ୍ତି । କେବଳ ଏହି ଜଣେ…