Daily Archives

October 22, 2023

ରାଜସ୍ଥାନ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା, ଛତିଶଗଡରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ…

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥର ୪୩ ଜଣ ପ୍ରାର୍ଥୀଙ୍କ ନାମ ଜାରି କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ସ୍ଥାନ ପାଇଛି । କଂଗ୍ରେସ ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକାରେ ୩୩…

ଆଠଗଡ ଅଞ୍ଚଳର ମହିଳାଙ୍କ ନିଆରା ଉଦ୍ୟମ । ବିରି ବଡ଼ି ତିଆରି କରି କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଓଡ଼ିଆ ଘରର ଏକ ପ୍ରିୟ ଖାଦ୍ୟ ଭାବେ ବଡ଼ିର ସ୍ୱତନ୍ତ୍ରତା ରହିଛି । ପଖାଳ ସାଙ୍ଗକୁ ସାଗ ଭଜା ଓ ବଡ଼ି ଚୁରା ନହେଲେ ଯେମିତି, ପଖାଳ ଖିଆଟା ଜମିନଥାଏ । ସେ ଘରେ ହେଉ ଅବା ହୋଟେଲ କିମ୍ବା ରେଷ୍ଟୁରାଂଟ ସବୁଠି ମେନୁରେ ରହିଥାଏ ବଡ଼ି । ସବୁଆଡ଼େ ଏହାର ଚାହିଦାକୁ ନଜରରେ ରଖି ଆଠଗଡ଼…

ମିଶନ ଶକ୍ତି ଓ ଓରମାସ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ । ଉପକୃତ ହେବେ ଉଭୟ ଏସଏଚଜି ମହିଳା ଓ ହଳଦୀ ଚାଷୀ

କନକ ବ୍ୟୁରୋ : କୋରାପୁଟ କଫି, ଝାଡୁ, ମାଣ୍ଡିଆ, ସୁଆଁ ଓ ହଳଦୀ ଗୁଣ୍ଡ ପରେ ଏବେ ଇ-କମର୍ସ ସାଇଟ୍ରେ ଉପଲବ୍ଧ ହେଉଛି କୋରାପୁଟର ହଳଦୀ ସାବୁନ । ଇ-କମର୍ସ କମ୍ପନୀ ଆମାଜନ ପକ୍ଷରୁ କୋରାପୁଟ ହଳଦୀ ସାବୁନ୍କୁ ନିଜ ୱେବସାଇଟରେ ସ୍ଥାନ ଦିଆଯାଇଥିବା ବେଳେ ଏହାର ଦାମ୍ ରହିଛି ୮୫ ଟଙ୍କା । ପାର୍ବଣ…

କୃଷ୍ଣପ୍ରସାଦ ଅଞ୍ଚଳର ମହିଳାଙ୍କୁ ରୋଜଗାର ଦେଉଛି ଛତୁ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟରେ ମିଳୁଛି ଅଧିକ…

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନକ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟ ଭିତରେ ଏହି ଚାଷରୁ ଭଲ ରୋଜଗାର ମିଳୁଥିବାରୁ ଏହି ଚାଷକୁ ଆପଣାଇଛନ୍ତି ଗାଁ ମହିଳା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ଗାଁର ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଛତୁ ଚାଷ କରି…

ଋାୟଗଡାର ଆଦିବାସୀ ଅଧ୍ୟୁଷିତ ମହିଳାଙ୍କୁ ରୋଜଗାର ଦେଉଛି ଗୋ-ପାଳନ, ସହାୟତାର ହାତ ବଢାଇଛି ମିଶନ ଶକ୍ତି

କନକ ବ୍ୟୁରୋ : ଜୀବନ ଜୀବିକା ପାଇଁ ଦିନେ ବନଜାତ ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ଆଉ ଏବେ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋପାଳନ । ରାୟଗଡ଼ା ଖିଜିଲିଙ୍ଗି ଗାଁର ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ମିଳିତ ଭାବେ ଡାଇରୀ ଫାର୍ମ କରିଛନ୍ତି । ଗାଇ ଦୁହିଁବା…

ରୋଜଗାର ଦେଉଛି ବାଉଁଶ କଳା ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ସମାଗ୍ରୀ ତିଆରି କରି ଉପକୃତ ହେଉଛନ୍ତି ରାଜନଗର ଅଞ୍ଚଳର…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନଗଡ ଗାଁର । ଏହି ଗାଁର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୩୨ଜଣ ସଦସ୍ୟା ବାଉଁଶରେ ବିଭିନ୍ନ ଉପକରଣମାନ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ମହିଳାମାନେ ହାତରେ କଟୁରୀ, କରତ, ଶେଣି, ହାତୁଡା ଧରି କିଏ ବାଉଁଶକୁ ଚିରି…