Daily Archives

October 26, 2023

ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଝଟକା । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମ୍ୟାଚ ଖେଳିବେନି ହାର୍ଦ୍ଦିକ…

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ଲକ୍ଷେ୍ମøରେ ପହଂଚିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଟିମର ଖେଳାଳିମାନେ ଲକ୍ଷେ୍ମøରେ ପହଂଚିଛନ୍ତି । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଆଗାମୀ ମ୍ୟାଚ ଇଂଲଣ୍ଡ ସହ ଖେଳିବ…

ଆପତିଜନକ ଟିପ୍ପଣୀ ଦେଇ ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ବିଜେପି ସାଂସଦ ହେମାମାଳିନୀଙ୍କ ଉପରେ…

କନକ ବ୍ୟୁରୋ : ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ମନ୍ତ୍ରୀଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳୀନୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଉଥିବା ଦେଖିବାକୁ ମିଳିଛି । ଏକ ଜନସଭାକୁ ସମ୍ବୋଧିତ କରି ନରୋତମ ମିଶ୍ର କହିଥିଲେ…

ଅଯୋଧ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଦିନ ଘୋଷଣା ପରେ ତେଜିଲା ରାଜନୀତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ୫ଶହ ବର୍ଷ ସଂଘର୍ଷର ପରିଣତି । କିଛି ଏଭଳି ଲେଖି ନିର୍ମାଣଧିନ ରାମ ମନ୍ଦିରର ନୂଆ ଭିଜୁଆଲ ଜାରି କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଅତି ନିଖୁଣ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏଥିରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର…

ଯୁଦ୍ଧର ୨୦ଦିନରେ ଗାଜାର ସ୍ଥଳପଥରେ ପଶିଲା ଇସ୍ରାଏଲ ସେନା । ହମାସ କମାଣ୍ଡର, ଆତଙ୍କୀଙ୍କ ଠିକଣା ସହ ଟ୍ୟାଙ୍କ ଧ୍ୱଂସ

କନକ ବ୍ୟୁରୋ : ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ । ମଙ୍ଗଳବାର ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଉତର ଗାଜାର ସୀମାରେ ପ୍ରବେଶ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଗୁରୁବାର ସ୍ଥଳପଥରୁ ଆକ୍ରମଣ ଆରମ୍ଭ ହୋଇଛି । ଗାଜା ଭିତରେ ପ୍ରବେଶ କରିବା ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଯୁଦ୍ଧର କାରଣ: ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର

କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ୨୦ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ହୁଏତ ଆଗାମୀ ଦିନରେ ଭାରତ ଓ ଆମେରିକା ସମ୍ପର୍କ ବିବାଦଘେରକୁ ଆସିପାରେ । ବାଇଡେନ କହିଛନ୍ତି ଜି-୨୦ ସମ୍ମିଳନୀରେ.... ‘ଭାରତ ମଧ୍ୟପ୍ରାଚ୍ୟ ୟୁରୋପ…

କ୍ୟାସ ଫର କ୍ୱେରି ମାମଲାରେ ବଢ଼ିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ଅକ୍ଟୋବର ୩୧ରେ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଗୁରୁବାର ବସିଛି ଏଥିକ୍ସ କମିଟି ବୈଠକ । ବୈଠକରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଅଭିଯୋଗକାରୀ ତଥା ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋହୀଙ୍କୁ ପ୍ରଶ୍ନ ପଚାରିଛି ଏଥିକ୍ସ କମିଟି । ମାମଲାକୁ ନେଇ ସେମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଏଥିସହ ମାମଲାରେ…