Daily Archives

October 8, 2023

ପ୍ରଥମ ମ୍ୟାଚରେ ଭାରତର କଙ୍ଗାରୁ ଶିକାର । ବିଜୟ ଭେଟିଦେଲେ କୋହଲି- କେ ଏଲ ଯୋଡି ।

କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ କଲା କଙ୍ଗାରୁ ଶିକାର । ଆଜି ଚେନ୍ନାଇରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନିଜର ପ୍ରଥମ ମ୍ୟାଚରେ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଜି…

କୋରାପୁଟ ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍: କାମ କରି ରୋଜଗାରକ୍ଷମ ହେଉଛନ୍ତି…

କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ଉପକୃତ ହେଉଛନ୍ତି କୋରାପୁଟ ସେମିଳିଗୁଡ଼ା ଅଂଚଳର ମହିଳା । ବିଶେଷକରି କୋରାପୁଟ ମାଣ୍ଡିଆର ଚାହିଦା ବଜାରରେ ଅଧିକ ରହିଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍ । ପାଖାପାଖି ଦେଢ଼ କୋଟି…

ଫିନାଇଲ ଦେଇଛି ପରିଚୟ: କୃଷ୍ଣପ୍ରସାଦ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଫିନାଇଲ

କନକ ବ୍ୟୁରୋ: ଫିନାଇଲ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । କୃଷ୍ଣପ୍ରସାଦ ସାତପଡ଼ା ପଂଚାୟତ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ଏଭଳି କିଛି କାମ କରି ଅନ୍ୟମହିଳା ମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି । ମହିଳା ମାନେ ତିଆରି କରୁଥିବା ଏହି ଫିନାଇଲ କଟକ, ଭୁବନେଶ୍ୱର,…

ମାଟିରେ ତିଆରି ହେଉଛି କପ୍, ଗ୍ଲାସ୍, କଳସୀ ଓ କଣ୍ଢେଇ: ଏହାକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଆତ୍ମନିର୍ଭର ହୋଇଛନ୍ତି…

କନକ ବ୍ୟୁରୋ: କମିନି ମାଟି ପାତ୍ରର ଚାହିଦା । ମାଟିର ବିକଳ୍ପ ଭାବେ ବଜାରକୁ ପ୍ଲାଷ୍ଟିକ୍, ଫାଇବର, ଷ୍ଟିଲ୍ ଭଳି ଅନେକ ସାମଗ୍ରୀ ଅସିଥିଲେ ବି ଲୋକମାନେ ଏବେ ବି ମାଟିପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି ।  ଆଉ ଏହକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା…

ପଥର କାରିଗରି ପାଇଁ ଯାଜପୁର ଶୁଖୁଆପଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ: ବିଭିନ୍ନ କଳାକୃତି କରି ଦେଶ ବିଦେଶରେ ଖ୍ୟାତି…

କନକ ବ୍ୟୁରୋ: ପ୍ରଶିକ୍ଷିତ ହେବା ପରେ ଅଧିକ ଆତ୍ମନିର୍ଭରଶୀଳ ହେବେ ଯାଜପୁର ଜିଲ୍ଳା ବଡଚଣା ଅଂଚଳର ପଥର କାରିଗର । ରାଜ୍ୟସରକାରଙ୍କ ହସ୍ତଶିଳ୍ପ ବିଭାଗର ତାଲିମ ଦେଖାଇବ ରୋଜଗାରର ବାଟ । ପଥରରେ ଆଧୁନିକ ଶୈଳୀର ପ୍ରୟୋଗକରି କାରିଗର ପାଇବେ ଅଧିକ ରୋଜଗାର । ପଥରକୁ ଜୀବନ୍ୟାସ ଦେବାରେ ବେଶ୍…

ଚାଷ ଦେଇଛି ସଫଳତା: ୫୦ ଏକର ଜମିରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରି କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଯାହାକୁ ପ୍ରମାଣିତ କରିଛନ୍ତି ଜଣେ ଉଦ୍ୟମି ଚାଷୀ । ୪୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ଆସି ଓଡ଼ିଶାର ରାୟଗଡ଼ାରେ ରହୁଛନ୍ତି ଦୋଡଲା ଶ୍ରୀନିବାସଙ୍କ ପରିବାର । ଆଉ ଏଠାରେ ଚାଷକୁ ବୃତି କରି ସେ ବେଶ ସଫଳତା ପାଇଛନ୍ତି ।…