Daily Archives

October 24, 2023

ରାଜ ପରିବାରର ନିଆରା ଦୁର୍ଗାପୂଜା । ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ପୂଜା

କନକ ବ୍ୟୁରୋ : ଦଶହରାରେ ରାଜବାଟୀ ଦୁର୍ଗାପୂଜାର ସ୍ୱତନ୍ତ୍ରତା ଟିକେ ନିଆରା । ଆଧୁନିକତାକୁ ପଛରେ ପକାଇ ଆଳି ରାଜବାଟିରେ ପ୍ରାଚୀନ ପଦ୍ଧତିରେ କରାଯାଇଛି ମା’ଙ୍କ ପୂଜା । ୪୨୯ ବର୍ଷ ଧରି ଉତ୍କଳୀୟ ଓ ବଙ୍ଗୀୟ ପଦ୍ଧତିରେ ଚାଲିଆସିଛି ମା’ଙ୍କ ପୂଜା । ବର୍ଷକ ବାରମାସ କନକଦୁର୍ଗାଙ୍କ ପୂଜା…

ଓଲିଉଡ ଅଭିନେତାଙ୍କ କଳି । ‘ରାମ୍’ ବନାମ ‘ମାଇଣ୍ଡ ଗେମ୍’

କନକ ବ୍ୟୁରୋ : ଓଡିଆ ସିମେନା ଜଗତର ଚର୍ଚ୍ଚିତ ଚେହେରା ମନୋଜ ମିଶ୍ର ବାସନ୍ଦ । ତାଙ୍କୁ ୨ ବର୍ଷ ପାଇଁ ଓଲିଉରୁ ବାସନ୍ଦ କରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ- ୟୁସିସିସି । ଏପରିକି ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ…

ବାଂଲାଦେଶ ମୁହାଁ ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ସୁମୁଦ୍ର ଭିତରେ କରୁଛି ଗତି

କନକ ବ୍ୟୁରୋ : ବଂଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ହାମୁନ ଏବେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଛି ।  ଆଉ ଏ ହେଉଛି ବାତ୍ୟା ହାମୁନର ଗତିପଥ । ସାମୁଦ୍ରିକ ଝଡ ହାମୁନ୍ର ଗତିପଥ ନେଇ ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ନଜର ପକାନ୍ତୁ ଆଇଏମଡିର ଆକଳନ ଉପରେ…

ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶବକୁ ମିଳିଲାନି ସମ୍ମାନ । ୮ କିଲୋମଟିର ମୃତଦେହକୁ କାନ୍ଧରେ ବୋହିଲେ ପରିବାର ଲୋକେ

କନକ ବ୍ୟୁରୋ : ଶବକୁ ମିଳିଲାନି ସମ୍ମାନ । ଶବକୁ ଦୀର୍ଘ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିିଛି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁରେ । ସୂଚନା ଅନୁସାରେ, ଶରଧାପୁର ଗାଁର ନରେନ୍ଦ୍ର ମାଝିଙ୍କ ସ୍ତ୍ରୀ ଦେଓଲୀ ମାଝି ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା…

ଅବସରର ୨୪ଘଂଟା ଭିତରେ ଭି.କେ.ପାଣ୍ଡିଆନଙ୍କୁ ମିଳିଲା ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ସହ ଫାଇଭ-ଟି ଓ ନବୀନ…

କନକ ବ୍ୟୁରୋ : ଭି.କେ. ପାଣ୍ଡିଆନଙ୍କ ଅବସର ଯେମିତି ଅଚାନକ ଥିଲା, ସେମିତି ତାଙ୍କ ନୂଆ ନିଯୁକ୍ତି ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ପାଣ୍ଡିଆନଙ୍କ ଅବସରକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲେ ବି ତାଙ୍କୁ ପୁଣି ଥରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମ ଚିଠିଟି କେନ୍ଦ୍ର…

ପବିତ୍ର ବିଜୟାଦଶମୀରେ ଉତ୍ସବ ମୁଖର ସାରାଦେଶ । ଦଶହରାରେ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ

କନକ ବ୍ୟୁରୋ : ବିଜୟା ଦଶମୀ, ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ । ଦଶଭୁଜାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ବିଜୟାଦଶମୀ ଦୁର୍ଗାପୂଜାର ଅନ୍ତିମ ପର୍ବ ହୋଇଥିବାରୁ ମାଆଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ସକାଳୁ…