Daily Archives

October 25, 2023

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଜୟ ସିୟାରାମ ଲେଖି ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଘୋଷଣା ହେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ଆଜିର ଦିନ ବେଶ ଭାବପୂର୍ଣ୍ଣ । ଏହାସହ ପ୍ରଭୁ…

ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା । କାର୍ଯ୍ୟକ୍ରମରେ ସାମିଲ ହେବେ…

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୨୨ ତାରିଖ ୧୨.୩୦ ରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର…

ସିରିଆ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ । ଇସ୍ରାଏଲ ସେନାର ଆକ୍ରମଣରେ ସିରିଆ ସେନା ଶିବିର ଧ୍ୱଂସ

କନକ ବ୍ୟୁରୋ: ଯେଉଁ ଇସଲାମିକ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ସିରିଆ । ଇସ୍ରାଏଲର ଗୋଲନ୍ ହାଇର୍ଟ୍ସ’ ଉପରେ ସିରିଆର ରକେଟ ମାଡ଼ ପରେ ପାଲଟା ଜବାବ୍ ଦେଇଛି ଇସ୍ରାଏଲ୍ । ସିରିଆର ସେନା ବେସକୁ ମିସାଇଲ ମାଡ କରି ମାଟିରେ ମିଶାଇ ଦେଇଛି ।…

କଲବଲ କରୁଛି ଗରମ । ଦଶନ୍ଧି ଭିତରେ ୩ ଗୁଣା ବଢିଛି ଏସି ବ୍ୟବହାରକାରୀଙ୍କ ସଂଖ୍ୟା ।

କନକ ବ୍ୟୁରୋ: ଅକ୍ଟୋବର ମାସ ଶେଷ ହେବାକୁ ବସିଲାଣି, କିନ୍ତୁ ଏବେ ବି ଗରମରୁ ମିଳୁନି ନିସ୍ତାର । ୨୪ ଘଣ୍ଟାରୁ ପ୍ରାୟ ୧୬ ଘଣ୍ଟା ଭୀଷଣ ଗରମ ହେଉଛି । ପଙ୍ଖା ଚଲେଇଲେ ବି ପର୍ଯ୍ୟାପ୍ତ ହେଉନାହିଁ, ସେଥିପାଇଁ ବାଧ୍ୟ ହୋଇ ଏସି ବ୍ୟବହାର କରୁଛନ୍ତି ଲୋକେ । ତଥ୍ୟ କହୁଛି ଗତ ଏକ ଦଶନ୍ଧି ହେବ…

ଆଗକୁ ବଢୁଛି କଳାକାରଙ୍କ କଳି । ଅରିନ୍ଦମ ଓ ଅନୁଭବ ବନାମ ମନୋଜ ମିଶ୍ର

କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ଭିତରେ କଳି ଆଜି ଆଉପାଦେ ଆଗେଇଛି । କାରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ ମହାନ୍ତି । ଗତକାଲି ୟୁସିସିସି ଆଗରେ ଯେଉଁ ଅଭିଯୋଗ ରଖିଥିଲେ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାଏ, ସେହି କଥାକୁ ଭିଡିଓରେ…

ବନ୍ଦୋବସ୍ତ ଜମି ବିବାଦକୁ ନେଇ କଳି । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

କନକ ବ୍ୟୁରୋ: ଗୋଟିଏ ପଟେ ଦୁର୍ଗାପୂଜାରେ ମାଙ୍କୁ ପୂଜା କରାଯାଇ ବିଦାୟ ଦିଆଯାଉଛି । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମାଆ । ସେପଟେ ଯୋଗମାୟାଙ୍କ ସ୍ୱାମୀ ପ୍ରଭୁ ଲିଙ୍ଗରାଜ ଓପାସରେ ଅଛନ୍ତି । ଭସାଣୀ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସକାଳୁ ସିଂହଦ୍ୱାର ଖୋଲାନୀତି…