Daily Archives

October 2, 2023

ମଝି ଆକାଶରେ ଯାତ୍ରୀଙ୍କ ଜୀବନ ସହ ଖେଳ । ଭୁଲ ଜିପିଏସ ସିଗନାଲ ଯୋଗୁଁ ଦିଗ ହରାଇଲେ ଇରାନର ୨୦ରୁ ଅଧିକ ବିମାନ

କନକ ବ୍ୟୁରୋ : ବିମାନ ଯାତ୍ରା । ସବୁଠୁ ନିରାପଦ, କମ ସମୟ ସା୦େ.ପକ୍ଷ ଓ ଅଧିକ ଖର୍ଚ୍ଚର ଯାତ୍ରା ବୋଲି କୁହାଯାଏ । କେବେ କେମିିତି ବିଭିନ୍ନ କାରଣରୁ ବିମାନ ତ୍ରୁଟି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ଚିନ୍ତା ବଢାଇଛନ୍ତି ହ୍ୟାକର । ବିମାନର ଜିପିଏସକୁ ହ୍ୟାକ କରି ନକଲି ତଥ୍ୟ…

ଏବେ ବି ଆସୁନି ମୋବାଇଲ ନେଟୱର୍କ । ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ

କନକ ବ୍ୟୁରୋ: ଭାରତରେ ୫ଜି ସେବା ଏକ ବର୍ଷର ଯାତ୍ରା ପୂରଣ କରିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ୧୧୪ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଥିବାବେଳେ ୫-ଜି ଗ୍ରାହକଙ୍କ ସଂଖ୍ୟା ନଗଣ୍ୟ । ଏବେ ବି ନେଟୱର୍କ ଆସୁନଥିବାରୁ ଲୋକଙ୍କୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ ।…

କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ପେଶଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ସମାଲୋଚନା । କାନାଡାରେ ବାକ ସ୍ୱାଧୀନତାକୁ ସରକାର…

କନକ ବ୍ୟୁରୋ : କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ସ୍ପେସ୍ଏକ୍ସ ମୁଖ୍ୟ ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି…

ହିଟ୍ ଆଣ୍ଡ ରନର ଦୁଇଟି ମାମଲା । ଗିରଫ ହେଲେ କନ୍ନଡ଼ ଅଭିନେତା । ଏପଟେ ଭୁବନେଶ୍ୱରରେ କିଲର ଚାଳକ ଫେରାର 

କନକ ବ୍ୟୁରୋ: ଶନିବାର ବେଙ୍ଗାଳୁରୁରେ କନ୍ନଡ ଅଭିନେତା ନାଗଭୂଷଣ ଏକ ଦମ୍ପତିଙ୍କ ଉପରେ କାର ମଡାଇ ଦେଇଥିବା ଅଭିଯୋଗ ହୋଇଛି । ରାତି ୯ଟା ୪୫ରେ ଏହି ଦମ୍ପତି ରାସ୍ତାରେ ଚାଲୁଥିବା ସମୟରେ ଦ୍ରୁତ ବେଗରେ ଆସି କାର ଚଢାଇ ଦେଇଥିଲେ ନାଗଭୂଷଣ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୁଷ ଜଣକ ଗୁରୁତର…

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ଜର୍ମାନୀ…

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଜର୍ମାନର ଜଣାଶୁଣା ଗାୟିକା କାସମେ ଗୀତ ଗାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଫିିସିଆଲ ସୋସିଆଲ ମିଡିଆ ପେଜରେ ଏହି ଭିଡିଓ ପୋଷ୍ଟ କରି ଜର୍ମାନ ଗାୟିକାଙ୍କୁ ପ୍ରଂଶସା କରିଛନ୍ତି ।…

ଦେଶର ପ୍ରଥମ ରାଜ୍ୟଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ବିଜେପି କହିଲା ଲୋକଙ୍କୁ ବିଭ୍ରାନ୍ତି…

କନକ ବ୍ୟୁରୋ : ଦେଶର ପ୍ରଥମ ରାଜ୍ୟଭାବେ ବିହାର କଲା ନୂଆ ରେକର୍ଡ । ରାଜ୍ୟ ସରକାର ଜାରି କଲେ ଜାତିଭିତିକ ଜନଗଣନା ରିପୋର୍ଟ । ବିହାରରେ ମୋଟ ଜନସଂଖ୍ୟା ୧୩କୋଟିରୁ ଅଧିକ ରହିଛି । ୨୦୨୨ ମସିହା ଜୁନ ୧ ତାରିଖରେ ସର୍ବଦଳୀୟ ବୈଠକରେ ବିହାରର ଜାତିଭିତକ ଜନଗଣାନା କରିବା ପ୍ରସ୍ତାବ ସର୍ବ ସହମତିରେ…