Daily Archives

October 1, 2023

ସୁପର ସଣ୍ଡେରେ ସୁପର୍ ଶୋ । ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର୍ ଶୋ’ । ରବିବାର ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ୩ହଜାର ମିଟର୍ ଷ୍ଟିପଲଚେଜରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଅବିନାଶ ସାବଲେ । ଅବିନାଶ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ୩ହଜାର ମିଟର ଷ୍ଟିପଲଚେଜ୍ରେ ଏହି…

ଉଦିତନଗର ଥାନା ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ଗଣ୍ଡଗୋଳର ଛାନଭିନ୍ ପାଇଁ ଯାଇଥିଲେ ଏ.ଏନ.ଲୁଗୁନ

କନକ ବ୍ୟୁରୋ :   ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।  ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସଂପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ମୃତ୍ୟୁର…

ଜୀବକା ଯୋଗାଇଛି ବହୁମୁଖୀ ଚାଷ । ୭ ଏକର ଜମିରେ ପନିପରିବା ଚାଷ ଭଲ ରୋଜଗାର କରୁଛନ୍ତି । ରାୟଗଡ଼ା ଏରାଗୁଡା ଗାଁର…

କନକ ବ୍ୟୁରୋ : ଜୀବିକା ଯୋଗାଉଛି ବହୁମୁଖୀ ଚାଷ । ଉଚ୍ଚଶିକ୍ଷା ଶେଷ ପରେ ଚାଷ କାମକୁ ଆପଣାଇଛନ୍ତି ରାୟଗଡ଼ା ଏରାଗୁଡା ଗାଁର ଆଦିବାସୀ ଯୁବକ ଟଙ୍କଧର ଶବର । ନିଜର ୭ ଏକର ପରିମିତ ଜମିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ଏହା ସହ ମାଛ ଚାଷ…

ପରିଚୟ ଦେଇଛି ବାଉଁଶ କାରିଗରି । କୁଲା, ଟୋକେଇ, ବିଂଚଣା ଭଳି ଘରକରଣା ସମଗ୍ରୀ ତିଆରି କରୁଛନ୍ତି ଗଂଜାମ ଆସିକା ଅଂଚଳର…

କନକ ବ୍ୟୁରୋ : ଯୁଗ ବଦଳିବା ସହ ଲୋକଙ୍କ ଚାହିଦା ବି ବଦଳୁଛି । ଲୋକଙ୍କ ଚାହିଦା ମୁତାବକ ଅନେକ ସୌଖିନ୍ ସାମଗ୍ରୀ ବଜାରକୁ ଆସୁଛି । ଆଉ ଏଥିପାଇଁ ଲୋପ ପାଇବାକୁ ବସିଲାଣି ବାଉଁଶରେ ତିଆରି ସାମଗ୍ରୀ । ଏହି ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା କାରିଗର ମାନେ ଦୁର୍ଦିନରେ କାଳ…

ଛେଳି ଚାଷରୁ ମିଳୁଛି ଭଲ ରୋଜଗାର । କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ନିଆଳିର ଚାଷୀ ସୁଶାନ୍ତ ସାହୁ

କନକ ବ୍ୟୁରୋ : ଲକ୍ଷପତି କରିଛି ଛେଳି ଚାଷ । କମ୍ ଖର୍ଚ୍ଚରେ ମିଳୁଛି ଭଲ ରୋଜଗାର । ନିଆଳି କୃଷ୍ଣପ୍ରସାଦ ପଂଚାୟତ ନୂଆବେତଣ୍ଡା ଗାଁର ଯୁବ ଚାଷୀ ସୁଶାନ୍ତ ସାହୁ ଏହି ଚାଷକୁ ଆପଣାଇ ବେଶ ଲାଭବାନ ହୋଇଛନ୍ତି । ପୂର୍ବରୁ ଧାନ ଓ ପାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ସୁଶାନ୍ତ । ବନ୍ୟା ଓ…

ରାଜସୁନାଖଳାର ଶୁଖୁଆ ବଜାର । ହାଟରେ ମିଳେ ଦେଢ଼ଶହ ପ୍ରକାରର ଶୁଖୁଆ, ଶୁଖୁଆ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ : ଝୁଡ଼ି ଝୁଡ଼ି ହୋଇ ଦୋକନରେ ଥୁଆ ହୋଇଛି ବିଭିନ୍ନ ପ୍ରକାରର ଶୁଖୁଆ । ଇଲିସି, କଂଟିଆ, ଖଅଙ୍ଗା, ଚାନ୍ଦି, ପଥରମୁଣ୍ଡି, ଖରପାଣିଆ, ସାବେଳା, ଟାଙ୍ଗଳା, ମହୁରାଡ଼ି, ଚୁଙ୍ଗୁଡ଼ି ଭଳି ଦେଢ଼ ଶହ ପ୍ରକାରର ଶୁଖୁଆ ଏହି ହାଟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ହାଟରେ ଛୋଟ ବଡ଼ ହୋଇ ୬୦ରୁ…