Daily Archives

October 22, 2023

ପୁଣି ରକ୍ତରଞ୍ଜିତ ହେଲା ଛତର ଯାତ୍ରା । ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି

କନକ ବ୍ୟୁରୋ: ବିଶ୍ୱାସ ଓ ଭକ୍ତି ଆଗରେ ପୁଣି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ରକ୍ତରଞ୍ଜିତ ହୋଇଛି ରାଜପଥ । ଭୋର୍ ୫ଟାରେ ମା’ ମାଣିକେଶ୍ୱରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ…

ଉପରମୁହାଁ ହେଉଛି ସୁନାଦର । ସପ୍ତାହକ ମଧ୍ୟରେ ବଢ଼ିଲାଣି ପାଖାପାଖି ୨ ହଜାର ଟଙ୍କା

କନକ ବ୍ୟୁରୋ: ସୁନାଦରରେ ଲଗାମ ଲାଗୁନି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପରେ ଉପରମୁହାଁ ହୋଇଛି ସୁନାଦର । ଆଗକୁ ଧନତେରାସ ସହ ବିବାହ ଋତୁ ଆସୁଛି । ଆଉ ଯୁଦ୍ଧ ବନ୍ଦ ହେବା ସମ୍ଭାବନା କମ ଥିବାରୁ ସୁନା ଦର ଆହୁରି ବଢିବା ଆଶଙ୍କା ପ୍ରକାଶ ପାଇଛି । ସୁନା ଦର ଉପରମୁହାଁ ଯୁଦ୍ଧ ହେବା…

ବାଙ୍କୀରେ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ । ଏସଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ

କନକ ବ୍ୟୁରୋ: ବାଙ୍କୀ ବଜାରର ଆଦିମାତା ଛକରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ । ବିଚ ରାସ୍ତାରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି । ରବିବାର ସକାଳେ ଏଭଳି ଖଣ୍ଡା ବୁଲାଇ ପୁଲିସ ଏସଆଇ ଓ କନ ଷ୍ଟେବଳକୁ ଆହତ କରିଛନ୍ତି ସରୋଜ । ସରୋଜଙ୍କ ଆକ୍ରମଣରେ…

ଦୁର୍ଗାପୂଜାରେ ପୋଷ୍ଟର ପ୍ରତିଯୋଗିତା । ପତିଆରା ଦେଖାଇବା ପାଇଁ ଜୋରଦାର ଉଦ୍ୟମ

କନକ ବ୍ୟୁରୋ: ଆଗକୁ ନିର୍ବାଚନ ଆସୁଥିବାବେଳେ, ନିଜ ନିଜ ଅଞ୍ଚଳରେ ପତିଆରା ଦେଖାଇବା ପାଇଁ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା । ଆଉ ଯେତେବେଳେ ଦଶହରା ଭଳି ପର୍ବ ଆସିଛି, ସେତେବେଳେ ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି ନେତା । ପୂଜାରେ ପୋଷ୍ଟର ପ୍ରତିଯୋଗିତା…

ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସାଂସଦ ପିନାକୀ ମିଶ୍ର । ପ୍ରେସ୍ ରିଲିଜ ଜାରି କହିଲେ ଅଭିଯୋଗ ଭିତିହୀନ ।

କନକ ବ୍ୟୁରୋ: ସଂସଦରେ କୋଶ୍ଚିନ ଫର କ୍ୱୋରୀ ପ୍ରସଙ୍ଗକୁ ନେଇ ଓଡିଶାରେ ତେଜିଛି ରାଜନୀତି । ବିଜେପି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଅଭିଯୋଗକୁ ଖଣ୍ଡନ କରିବା ସହ ଦୁର୍ଭାଗ୍ୟଜନକ ବୋଲି କହି ଚେତାବନୀ ଦେଇଛନ୍ତି । ଯାହାର ପାଲଟା ଜବାବ ରଖିଛି ବିଜେପି ।…

ସାବଧାନ! ପୂଜାମଣ୍ଡପରେ ମାତିଛନ୍ତି ଲୁଟେରା । ଝାମ୍ପି ନେଉଛନ୍ତ ସୁନାଗହଣା

କନକ ବ୍ୟୁରୋ: ସାବଧାନ୍... ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା । ପ୍ରବଳ ଭିଡର ସୁଯୋଗ ନେଇ ସୁନା ଚେନ ଲୁଟି ଚମ୍ପଟ ମାରୁଛନ୍ତି ଦୁର୍ବୃତ । ଆଜି ଭୁବନେଶ୍ୱରରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଦିନବେଳେ ମାଆଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ସୁନାଚେନ ଲୁଟି ନେଇଛନ୍ତି ଲୁଟେରା ।…