Daily Archives

October 20, 2023

ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା…

କନକ ବ୍ୟୁରୋ : ଇସ୍ରାଏଲ ସେନାର ମନୋବଳ ବୃଦ୍ଧି କରୁଛନ୍ତି ଇସ୍ରାଏଲ ନାଗରିକ । କେବଳ ଖ।।ଦ୍ୟପାନୀୟ ଯୋଗାଉନାହାଁନ୍ତି ବଂର ସେମାନଙ୍କ କେଶ ବିନ୍ୟାଶ ମଧ୍ୟ କରୁଛନ୍ତି । ସେନା ନିକଟରେ ଶହ ଶହ ଲୋକ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ସେନାର ଯବାନଙ୍କୁ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।…

ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ…

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛିି ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳୁଛି । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ…

କିଏ ହେବ ଆଗାମୀ ପୁଲିସ ମୁଖିଆ? ବଦଳିବେ ଡିଜିପି ଓ ପୋଲିସ କମିସନର

କନକ ବ୍ୟୁରୋ: ଆଗକୁ ନୂଆ ବର୍ଷ ଆସୁଛି, ସାଧାରଣ ନିର୍ବାଚନ ମଧ୍ୟ ରହିଛି । ଏହାରି ଭିତରେ ରାଜ୍ୟ ସରକାର ପୋଲିସ ମହାନର୍ଦ୍ଦେଶକ ବଦଳ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । କାରଣ ଆସନ୍ତା ଡିସେମ୍ବର ୩୧ରେ ଡିଜି ସୁନୀଲ ବଂଶଲ ଅବସର ନେବେ । ତେଣୁ ତାଙ୍କ ପରେ ରାଜ୍ୟର ଆଗାମୀ ପୋଲିସ ଡିଜି କିଏ…

 ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ତ୍ତମାନ ଏଭଳି କିଛି କଥା କହିଛନ୍ତି ଯାହା କେବଳ ରାଜସ୍ଥାନ ରାଜ୍ୟ ରାଜନୀତି ନୁହେଁ ବଂର ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ଆଉ କାହା ପାଇଁ ନୁହେଁ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା

କନକ ବ୍ୟୁରୋ : ଗାଜାରେ ପ୍ରତିକ୍ଷଣରେ ଯାଉଛି ଜୀବନ । ଯେଉଁ ସ୍ଥାନକୁ ସବୁଠୁ ସୁରକ୍ଷିତ ମଣି ଲୋକମାନେ ଜୀବନ ବଂଚାଇବା ପାଇଁ ଆଶ୍ରୟ ନେଉଛନ୍ତି, ସେହି ସବୁ ସ୍ଥାନ ମଧ୍ୟ ଯୁଦ୍ଧରୁ ବାଦ ପଡୁନି । ଦୁଇ ଦିନ ପୂର୍ବରୁ ହସ୍ପିଟାଲ ଆକ୍ରମଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଗାଜାରେ…

ପାର୍ବଣରେ ଘର ଜଗିବ ପୁଲିସ । ଘରଛାଡ଼ି ପୂଜା ବୁଲିବାକୁ ଗଲେ କରିବେ କଣ? ପରାମର୍ଶ ଦେଲା କମିସନରେଟ୍ ପୁଲିସ

କନକ ବ୍ୟୁରୋ: ଆପଣ ପୂଜା ପେଣ୍ଡାଲ ବୁଲିବାକୁ ବାହାରୁଛନ୍ତି କି? ପୂଜା ମଣ୍ଡପରେ ବୁଲିଲା ବେଳେ ଆପଣ ଯେତିକି ସତର୍କ ରହୁଛନ୍ତି, ନିଜ ଘର ସୁରକ୍ଷା ବାବଦରେ ଆପଣଙ୍କୁ ଠିକ୍ ସେତିକି ସତର୍କ ରହିବାକୁ ପଡ଼ିବ । ନହେଲେ ହୁଏତ ଆପଣଙ୍କ ଘର ଥାଇପାରେ ଦୁବୃର୍ତଙ୍କ ଟାର୍ଗେଟରେ । ପାର୍ବଣର ଫାଇଦା ଉଠାଇ…