କନକ ବ୍ୟୁରୋ: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଖେଳ ପଡ଼ିଆରୁ ମିଳିଲା ତିନି ଜଣଙ୍କ ମୃତଦେହ । ମୃତକ ତିନି ଜଣ ବାପା, ମାଆ ଓ ଝିଅ । ଝାରସୁଗୁଡ଼ା ଲଖନପୁର ଥାନା ବଣିପାହାଡ ନିକଟ ପଡ଼ିଆରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ୩ ଜଣ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଖେଳ ପଡ଼ିଆରୁ ମିଳିଲା ତିନି ଜଣଙ୍କ ମୃତଦେହ ।
/kanak/media/post_attachments/wp-content/uploads/2024/05/9-8.jpg)