Daily Archives

October 18, 2023

ବଢୁଛି ବିଜୟ ଶଙ୍କରଙ୍କ ଅଡୁଆ: ଟେନସନ ବଢାଉଛନ୍ତି ପୂର୍ବତନ ବାନ୍ଧବୀ

କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟଶଙ୍କର ଦାଶଙ୍କ ବିବାଦ ପିଛା ଛାଡୁନି । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି ବିଧାୟକଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଏଥିରେ ବିଧାୟକଙ୍କ ବିବାହ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି । ମଙ୍ଗଳବାରଦିନ…

ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପୂଜା ଭେଟି । ୬ଟି ରବିଫସଲ ଉପରେ ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟର ବଡ…

କନକ ବ୍ୟୁରୋ : ଦଶହରା ଓ ଦୀପାବଳି ପୂର୍ବରୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୬ଟି ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ତୈଳ ଜାତୀୟ ଶସ୍ୟ ଉପରେ କ୍ୱିଂଟାଲ ପିଛା…

କଂଗ୍ରେସର ଟିକେଟ କସରତ: ଓଡ଼ିଶାରେ ଆପଣାଇବ କର୍ଣ୍ଣାଟକ ଫର୍ମୁଲା, ଏବେଠାରୁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା

କନକ ବ୍ୟୁରୋ: ନିର୍ବାଚନ ଆସିଲେ କାହାକୁ ଟିକେଟ ମିଳିବ? ଟିକେଟ ପାଇବା ପାଇଁ ନେତାମାନେ ଲବି କରନ୍ତି । ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଂଝା ହୁଏ । ଯାହାକୁ ଏଡାଇବା ପାଇଁ ନିର୍ବାଚନକୁ ପ୍ରାୟ ୫ମାସ ଆଗରୁ କସରତ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଯିଏ ତୃଣମୂଳ…

ଖାଦ୍ୟଭାବ ଯୋଗୁଁ ଗାଜାରେ ଆରମ୍ଭ ହେଲାଣି ମୃତ୍ୟୁତାଣ୍ଡବ ।ଦିନକୁ ମିଳୁଛି କେବଳ ଗୋଟିଏ ଲିଟର ପାନୀୟ ଜଳ …..

କନକ ବ୍ୟୁରୋ : ୧୨ଦିନରେ ପହଁଚିଛି ଇସ୍ରାଏଲ-ହମାସ ଲଢେଇ । ଦୁଇ ପକ୍ଷର ମହାଯୁଦ୍ଧ ବର୍ତମାନ ବିରାଟ ମାନବୀୟ ସଙ୍କଟ ସୃଷ୍ଟି କରିଛି । ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ ଖାଦ୍ୟ ଓ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ହମାସ ଆତଙ୍କୀ ଗୋଷ୍ଠୀଙ୍କୁ ସମୂଳେ…

ଯୁଦ୍ଧ ଭିତରେ ତେଲ ଅବିବରେ ପହଁଚିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଯୁଦ୍ଧ ଉପରେ କଲେ ଆଲୋଚନା

କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଧବାର ତେଲ ଅବିବୀରେ ବାଇଡେନ ପହଁଚିଛନ୍ତି । ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ବେଂଜାମିନ…

ସ୍ମାର୍ଟ ହେଉଛି ରାଜଧାନୀ: ଏପଟେ ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ହେଉଛନ୍ତି ଭୁବନେଶ୍ୱରବାସୀ

କନକ ବ୍ୟୁରୋ: ଦିଲ୍ଲୀ ଭଳି ବଡ ସହରରେ ବାୟୁ ପ୍ରଦୂଷଣ ଅଧିକ ରହିଥାଏ । ଶୀତ ଦିନ ଆସିଲେ, କୁହୁଡି ପଡିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ବାସୀ ଚିନ୍ତାରେ ପଡନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ବିଷାକ୍ତ…