କନକ ବ୍ୟୁରୋ: ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି । ରୋଡ ଶୋ’ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିବ । ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ । ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସଂଯୋଗ ଗଳି ରାସ୍ତା ବନ୍ଦ ରହିବ । ସେହିପରି ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ସଂଯୋଗ ଗଳି ରାସ୍ତା ମଧ୍ୟ ବନ୍ଦ ରହିବ ।
ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି: ରୋଡ ଶୋ’ ସମୟରେ ଯାନବାହନ ଚଳାଚଳ ବନ୍ଦ
/kanak/media/post_attachments/wp-content/uploads/2024/05/9-9.jpg)