Daily Archives

October 12, 2023

ଦେବଭୂମି ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ । ବିଭିନ୍ନ ମୁଦ୍ରାରେ ନଜର ଆସିଲେ ମୋଦୀ

କନକ ବ୍ୟୁରୋ : ଗୁରୁବାର ଦେବଭୂମିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିନିକିଆ ଗସ୍ତ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଁଚି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଗୁରୁବାର ଉତରାଖଣ୍ଡ…

ଆଶ୍ୱିନରେ ଖରାର ରାଜୁତି: କଲବଲ କଲାଣି ଅସହ୍ୟ ତାତି

କନକ ବ୍ୟୁରୋ: ଅକ୍ଟୋବରରେ ଅସହ୍ୟ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ସକାଳ ୮ଟାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।…

ମାଆକୁ ଝିଅ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା: ବରିଷ୍ଠ ଆଇନଜୀବୀ କହିଲେ, ପତ୍ନୀଙ୍କ ସହ ତାଙ୍କୁ ଦେଖା କରିବାକୁ…

କନକ ବ୍ୟୁରୋ: ଝିଅ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାପା । ନିଜ ମା’କୁ ତାଙ୍କ ସାନ ଝିଅ ମାରିଦେଇଥିବା କହିଛନ୍ତି ଭୁବନେଶ୍ୱରର ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ଜିତ୍ । ହେଲେ ଆଶ୍ଚର୍ଯ୍ୟର କଥା ପ୍ରାୟ ୨ ମାସ ହେଲା ପୋଲିସ ତାଙ୍କ ଅଭିଯୋଗ ରଖୁନଥିବା ଅଭିଯୋଗ ହୋଇଛି । ନିଜ ଝିଅ ବିରୋଧରେ…

ଏବେ ବି ଅଭୁଲା ରହିଛି ଅକ୍ଷୟଙ୍କ ସ୍ୱର: ଜନ୍ମ ଜୟନ୍ତୀରେ ଝୁରି ହେଉଛନ୍ତି ସଂଗୀତ ପ୍ରେମୀ

କନକ ବ୍ୟୁରୋ: ଅକ୍ଷୟ ମହାନ୍ତି, ଗୋଟେ ନାଁ ନୁହେଁ ଗୋଟେ ଆବେଗ, ଗୋଟେ ଆକର୍ଷଣ । ଓଡ଼ିଆ ସଙ୍ଗୀତର ଅନ୍ୟ ନାମ ଅକ୍ଷୟ ମହାନ୍ତି । ଯାହାଙ୍କ ମନଛୁଆଁ ସଙ୍ଗୀତକୁ ଆଜି ବି ନିଜ ହୃଦୟରେ ସାଇତି ରଖିଛନ୍ତି ଅଗଣିତ ଦର୍ଶକ । ସଙ୍ଗୀତର ହାଟରେ ଅନେକ ହିଟ୍ ଗୀତର ପସରା ମେଳାଇଥିଲେ ଅକ୍ଷୟ ମହାନ୍ତି । ଆଜି…

ଇସ୍ରାଏଲରୁ ଫେରିବେ ଭାରତୀୟ: ଆରମ୍ଭ ହେଲା ‘ଅପରେସନ ଅଜୟ’

କନକ ବ୍ୟୁରୋ: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୬ ଦିନରେ ପହଂଚିଛି । ଗାଜା ଉପରେ ଘନ ଘନ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ସେପଟେ ଇସ୍ରାଏଲ ସହର ଉପରେ ରକେଟ ମାଡ଼ କରୁଛି ହମାସ୍ । ଲେବାନନ ଓ ସିରିଆ ପଟୁ ମଧ୍ୟ ରକେଟ ମାଡ଼ ହୋଇଛି । ଏସବୁ ସ୍ଥିତି ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କ…

ଗଡିଲା ‘ଲକ୍ଷ୍ମୀ’ ବସ୍: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସରେ ଯାତ୍ରା କଲେ ନବୀନ

କନକ ବ୍ୟୁରୋ: ମଂଗଳବାର ଆମ ଓଡିଶା ନବୀନ ଓଡିଶା, ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନା ପରେ ଗୁରୁବାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସବୁଜ ପତାକା ଦେଖାଇ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…