Daily Archives

October 4, 2023

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ…

କନକ ବ୍ୟୁରୋ: ରାଜ୍ୟରେ କୀଟକୁ ନେଇ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି ।  ଚିଗର୍ସ କୀଟ ପାଇଁ  ଲୋକେ ଏବେ ଜ୍ୱରରେ କମ୍ପୁଛନ୍ତି । ଖୋଦ୍ କୃଷି ସଚିବ ଅରବିନ୍ଦ ପାଢୀ ଏବେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ତଳେ ସେ ମାଣ୍ଡିଆ କ୍ଷେତରେ ବୁଲୁଥିଲେ । ଦୁୁଇ ଦିନ ତଳେ କ୍ୟାପିଟାଲ…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ । ବାଜି ମାରିନେଲେ ବିପିନ ପ୍ରଧାନ ଗୋଷ୍ଠୀ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ…

କନକ ବ୍ୟୁରୋ: ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ଏକ ଛୋଟ ନିର୍ବାଚନ ହୋଇଥିଲେ ବି, ଏହା ଉପରେ ସାରା ରାଜ୍ୟର ନଜର ରହିଥିଲା । କାରଣ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ…

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଇଡି ଜାଲରେ ଆମ ଆଦମୀ ପାର୍ଟି ସାଂସଦ ।

କନକ ବ୍ୟୁରୋ: ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଜେପି ନିର୍ବାଚନ ପରାଜୟ ଭୟରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆପ…

ଘର ପାଇବାରୁ ବଞ୍ଚିତ ହେଲେ ଗ୍ରାମାଞ୍ଚଳର ସାଢ଼େ ୮ ଲକ୍ଷରୁ ଅଧିକ ପରିବାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି…

କନକ ବ୍ୟୁରୋ: ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା, ଗରିବର ସବୁଠୁ ବଡ଼ ସ୍ୱପ୍ନ । ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ସମସ୍ତଙ୍କୁ ଘର ଯୋଗାଇ ନେବା ଲକ୍ଷ୍ୟ ହାସଲ ପାଇଁ ଯେତିକି ନିଷ୍ଠାର ସହ ଯୋଜନାକୁ କାର୍ଯ୍ୟକାରୀ କରିବା…

ହଟିଲେ ସୁଲତା ଦେଓ । ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ମୁଖ୍ୟ ସଚେତକ । ସୁଲତାଙ୍କୁ ଅଚାନକ ପଦରୁ ହଟାଯିବାକୁ ନେଇ…

କନକ ବ୍ୟୁରୋ: ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଂଗଠନିକ ସମ୍ପାଦକ…

ଓଡ଼ିଆ ପୁଅ କିଶୋର ଜେନାଙ୍କ ସଫଳତା । ଏସିଆନ ଗେମ୍ସରେ ଜିତିଲେ ରୌପ୍ୟ ପଦକ

କନକ ବ୍ୟୁରୋ: ଓଡ଼ିଆ ପୁଅ କିଶୋର ଜେନାଙ୍କ ସଫଳତା । ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଛନ୍ତି କିଶୋର । ଜାଭଲିନ ଥ୍ରୋରେ ଏହି ସଫଳତା ପାଇଛନ୍ତି କିଶୋର ଜେନା । ୮୭.୫୪ ମିଟର ଜାଭଲିନ ଫୋପାଡି ପ୍ରଥମ ଓଡ଼ିଆ ଭାବେ ଜ୍ୟାଭଲିନରେ ଏହି ସଫଳତା ପାଇଛନ୍ତି । ଏସୀୟ କ୍ରୀଡାରେ ସଫଳତା ପରେ ୨୦୨୪ରେ…