Monthly Archives

September 2023

ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା, ବିଜେପି ସରକାରଙ୍କୁ ଟାର୍ଗେଟ କରି ମଧ୍ୟପ୍ରଦେଶକୁ କହିଲେ ଭାରତର ଦୁର୍ନୀତି…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସର ବିଶାଳ ଜନସଭା । ସାଂସଦ ରାହୁଲ ଗାନ୍ଧୀ ଅଭିଭାଷଣରେ ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମହିଳା ସଂରକ୍ଷଣ ଆଇନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ଓବିସିଙ୍କୁ କ’ଣ ପାଇଁ ଆଇନରେ ସ୍ଥାନ ମିଳିନି ବୋଲି ସେ…

ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି…

କନକ ବ୍ୟୁରୋ : ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ବିଳାସପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏଥରକ ନିର୍ବାଚନରେ ଛତିଶଗଡ଼ର ପରିବର୍ତନ ନିଶ୍ଚିତ ବୋଲି କହି କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ କହିଛନ୍ତି ଗରିବଙ୍କୁ ଘୃଣା କରେ…

ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର

କନକ ବ୍ୟୁରୋ: ରାଜଧାନୀ ରାସ୍ତା କଡରେ ଥକା ମେଣ୍ଟାଉଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ । ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି…

ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ

କନକ ବ୍ୟୁରୋ : ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାର ଅବଧି । ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଏନେଇ ଆରବିଆଇ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା…

ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଝାଡୁମାରି, ଦଣ୍ଡବତ କରି ରଖିଲେ ଦାବି । ସେପଟେ ସରୁନି ଶିକ୍ଷକଙ୍କ ଆନ୍ଦୋଳନ ।

କନକ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ୨ ଦଫା ଦାବି ନେଇ ୨୫ ତାରିଖରୁ ଆନ୍ଦୋଳନ କଲେଣି ହେଲେ ସରକାରଙ୍କ ନଜର ପଡୁନି । ତେଣୁ ଶନିବାର ଦିନ ଲୋୟର ପିଏମଜିରେ ଝାଡୁମାରି ଓ ସାଷ୍ଟାଙ୍ଗ ପ୍ରଣିପାତ କରି ନିଆରା ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶହ…

ରୋଚକ ହେଉଛି ସୁନ୍ଦରଗଡ଼ ରାଜନୀତି । ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର । ମନ୍ତ୍ରୀ ସାରଦା ନାୟକ ଓ…

କନକ ବ୍ୟୁରୋ: ସୁନ୍ଦରଗଡରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଦୁଇଟି ବିଜେଡି ନେତାଙ୍କୁ ନିଲମ୍ବନ ପରେ ଜିଲ୍ଲାରେ ବିଜେଡି ଦୁଇଭାଗ ହୋଇଯାଇଛି । ନିଲମ୍ବିତ ନେତା ରାଉରକେଲା ବିଧାୟକ ସାରଦା ନାଏକଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଏମାନଙ୍କ ସହ ସ୍ୱର ମିଳାଇଛନ୍ତି ମଙ୍ଗଳା କିଷାନ । ତେବେ…