Daily Archives

September 9, 2023

ରାଷ୍ଟପତିଙ୍କ ଡିନର ପାର୍ଟିରେ ସାକାହାରୀ ଭୋଜନର ବ୍ୟବସ୍ଥା, ୧୮୦ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି…

କନକ ବ୍ୟୁରୋ : ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ । ଏଥିପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ପଂହଚିବାରେ ଲାଗିଛନ୍ତି । ଏଥିରେ ଭାରତୀୟ ଖାଦ୍ୟର ମଜା ନେଇପାରିବେ ଅତିଥୀ । ଏଥିପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ…

ସେବେ ଖାଉଟିଙ୍କୁ କନ୍ଦାଉଥିଲା ଏବେ ଚାଷୀଙ୍କୁ କନ୍ଦାଉଛି ବିଲାତି, ଆନ୍ଧ୍ରରେ କିଲୋପ୍ରତି ୩ଟଙ୍କା ତ ତାମିଲନାଡୁରେ…

କନକ ବ୍ୟୁରୋ : ଯେଉଁ ଟମାଟୋ କିଛି ଦିନ ପୂର୍ବରୁ ଗ୍ରାହକଙ୍କ ପକେଟକୁ ମାଡ କରୁଥିଲା । ବ୍ୟବସାୟୀଙ୍କ ଆଖିରେ ଲୁହ ଆଣିଥିଲା । ହାଣ୍ଡିଶାଳରେ ନଜର ଆସୁନଥିଲା , ଏବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥରକ ଦର ବୃଦ୍ଧି ପାଇଁ ନୁହେଁ ଦର କମ ପାଇଁ ଖବରରେ ରହିଛି ଲାଲ ଟହ ଟହ ଟମାଟୋ ।…

ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬. ୮, ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ : ଶୁକ୍ରବାର ରାତି । ଆଫ୍ରିକାର ଦେଶ ମରକ୍କୋରେ ପାଇଁ କାଳ ସାଜିଛି । ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ପୂରା ମରକ୍କୋ ।କେଉଁଠି ଆଖି ପିଛୁଳାକେ ତାସ ଘର ପରି ବଡ ବଡ ଅଟାଳିକା ଭାଙ୍ଗି ମାଟିରେ ମିଶିଛି ତ ପୁଣି କେଉଁଠି ରାସ୍ତା ଉପରେ ଶବ ଗୁଡିକ ଇଟା ଗୋଡି…

ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ଓ ତାଙ୍କ…

କନକ ବ୍ୟୁରୋ : ଶନିବାର ଭୋରୁ ଭୋରୁ । ଏକ ଜନସଭାରେ ଯୋଗ ଦେବା ପରେ ଆନ୍ଧ୍ରପ୍ରଦେଶ ନାନ୍ଦିଆଲରେ ବିଶ୍ରାମ ନେଉଥିଲେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କେହି କିଛି ବୁଝିବା ଆଗରୁ ହଠାତ ବିଶ୍ରାମସ୍ଥଳରେ ପହଁଚିଥିଲେ ସିଆଇଡି ଟିମ । ସିଆଇଡିର…

ଭାରତ-ବନାମ ଇଣ୍ଡିଆ ବିବାଦ ନିଆଁରେ ଘିଅ ଢାଳିଲା କଂଟ୍ରି ନେମ ପ୍ଲେଟ । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖ ନେମ ପ୍ଲେଟରେ…

କନକ ବ୍ୟୁରୋ : ଭାରତ ବନାମ ଇଣ୍ଡିଆ ନାଁକୁ ନେଇ ଦେଶରେ ଚାଲିଛି ବିବାଦ । ଏହି ବିବାଦ ଭିତରେ ମୋଦି ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିମନ୍ତଣ ପତ୍ରରେ ଭାରତ ଲେଖା ଘଟଣାକୁ ନେଇ ବିବାଦ…

ଜି-୨୦ ସମ୍ମିଳନୀକୁ ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଚର୍ଚ୍ଚା । କିଏ କରୁଛି ପ୍ରଶଂସା ତ କିଏ ଉଠାଉଛି ପ୍ରଶ୍ନ

କନକ ବ୍ୟୁରୋ : କିପରି ଭାବେ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ନେଉଛି ଭାରତ, ଏହା ଉପରେ ରହିଛି ସାରା ବିଶ୍ୱର ନଜର । ରାଜଧାନୀ ଦିଲ୍ଲୀରେ ବିଶ୍ୱ ନେତାଙ୍କୁ ନେଇ ବସୁଛି ବୈଠକ । ଏହାରି ଭିତରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ପ୍ରକାଶ ପାଉଛି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ…