Daily Archives

September 19, 2023

ସାରା ଦେଶରେ ଧୁମଧାମରେ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା । ମହାରାଷ୍ଟ୍ରର ଗଣପର୍ବରେ ସାମିଲ ହେଲେ ନେତାଙ୍କଠୁ…

କନକ ବ୍ୟୁରୋ : ସାରା ଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜା । ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ । ମହାରାଷ୍ଟ୍ର ଠୁ ନେଇ ମୁମ୍ବାଇ ସାରା ଦେଶରେ ଆଗାମୀ ୧୦ ଦିନ ଯାଏଁ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ହୋଇଥାଏ ଗଣେଶ ପୂଜା । ଦେଶର ବିଭିନ୍ନ…

କ୍ରିକେଟର ବିରାଟ କୋହଲୀଙ୍କ ଭିଡିଓକୁ ନେଇ ଉତରାଖଣ୍ଡରେ ହଲଚଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଲେ…

କନକ ବ୍ୟୁରୋ : କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ଭାଇରାଲ୍ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରି କଲେ ଉତରାଖଣ୍ଡ ହାଇକୋର୍ଟ । କୋହଲି ଏକ ଭିଡ଼ିଓରେ କିଛି ପିଲାଙ୍କ ସହ ଆଲୋଚନା କରୁଛନ୍ତି । ଏଥିରେ ପିଲାମାନେ କହୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଖେଳ ପଡ଼ିଆ ନାହିଁ ।…

ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି…

କନକ ବ୍ୟୁରୋ : ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମ୍ଏଫରୁ ଋଣ ପାଇବା ପାଇଁ ପାକିସ୍ତାନର ଚକ୍ରାନ୍ତ ଧରାପଡ଼ିଲା । ଋଷକୁ ଧୋକ୍କା ଦେଇ ଆମେରିକାକୁ ଯୋଗାଇଲା ଅସ୍ତ୍ରଶସ୍ତ୍ର । ଏବେ ପାକିସ୍ତାନ ଲୋକ ଖାଇବାକୁ ପାଉନାହାନ୍ତି, କିନ୍ତୁ ପାକିସ୍ତାନର ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବିପୁଳ ଅର୍ଥ…

କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କାନାଡାକୁ ଭାରତର କଡ଼ା ଜବାବ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗରେ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ବହିଷ୍କାର କରାଯାଇଛି । ଭାରତରେ ଅବସ୍ଥାପିତ କାନାଡା ହାଇ କମିଶନରଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ…

ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ…

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁୁ ଆରମ୍ଭ ହେଲା ନୂଆ ସଂସଦଭବନରେ ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନର ୨ୟଦିନର କାର୍ଯ୍ୟ ନୂଆ ସଂସଦଭବନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଏନଡିଏ ମେଂଟର ସାଂସଦ ଏବଂ ଅନ୍ୟାନ୍ୟ ସମସ୍ତ ଦଳର ସାଂସଦମାନେ ନୂଆ ସଂସଦ…

ସଂସଦରେ ମହିଳା ସଂରକ୍ଷଣ ବିଲ । ଶ୍ରେୟ ନେବାକୁ ରାଜନୀତି ଜୋରଦାର

କନକ ବ୍ୟୁରୋ : ଲୋକସଭାରେ ଆଗତ ହୋଇଛି ବହୁପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ୍ । ବର୍ତମାନ ମାହୋଲ ଯାହା ରହିଛି, ପାର୍ଲାମେଂଟରେ ବିଲ୍ ପାଶ ବି ହୋଇଯିବ । ଆଉ ଏହାହେଲେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ । କିନ୍ତୁ ପ୍ରଶ୍ନ ଉଠୁଛି, -ମହିଳା…