Daily Archives

September 1, 2023

‘ଇଣ୍ଡିଆ’ ମେଣ୍ଟର ସ୍ଳୋଗାନ । ଯୋଡ଼ି ହେବ ଭାରତ, ଜିତିବ ‘ଇଣ୍ଡିଆ’

କନକ ବ୍ୟୁରୋ : ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ‘ଇଣ୍ଡିଆ’ ମେଂଟର ବଡ଼ ପ୍ରସ୍ତୁତି । ମୁମ୍ବାଇରେ ବସିଥିବା ଦୁଇ ଦିନିଆ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ମେଂଟ । ୧୪ ଜଣିଆ ସମନ୍ୱୟ କମିଟି ଗଠନ   । ସାମିଲ ହେଲେ ୧୪ଟି ଦଳର ପ୍ରତିନିଧି । ପରସ୍ପର ମଧ୍ୟରେ ତାଳମେଳ ରଖିବ ସମନ୍ୱୟ…

ୱେବଗେନି ପ୍ରୋଗଜିନ୍ ମୃତ ନା ଜୀବିତ? ଚର୍ଚ୍ଚାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ଭିଡିଓ

କନକ ବ୍ୟୁରୋ : ଋଷର ଭଡାଟିଆ ସେନା ୱାଗନର ଗ୍ରୁପ ମୁଖ୍ୟ ୱେବଗେନି ପ୍ରୋଗଜିନଙ୍କ ଶବ ସତ୍କାରର ଦିନକ ପରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ ଏକ ସେନା ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ଆଫ୍ରିକାରେ ଅଛନ୍ତି ବୋଲି କହୁଛନ୍ତି । ଯେଉଁମାନେ ତାଙ୍କ…

ଏସିଆ କପର ସବୁଠୁ ବଡ଼ ମ୍ୟାଚ । ଖେଳ ହେବ ନା ଧୋଇଯିବ ? ବର୍ଷାକୁ ନେଇ ଚିନ୍ତାରେ କ୍ରୀଡାପ୍ରେମୀ

କନକ ବ୍ୟୁରୋ : ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ ଶନିବାର ସବୁଠୁ ବଡ଼ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ହେଲେ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଯିବାର ଆଶଙ୍କା ସୃଷ୍ଟି…

ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର…

କନକ ବ୍ୟୁରୋ : ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ସିନେମା ଯବାନର ଟ୍ରେଲର । ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚିତ୍ର ଯବାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ କରାଯାଇଛି । ଏହାକୁ ଦେଖିବା ପାଇଁ ପାଖାପାଖି ୩୦ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଯବାନରେ ମୁଖ୍ୟ ଭୁମିକାରେ ଶାହାରୁଖ…

ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ

କନକ ବ୍ୟୁରୋ : ବଢିଲା ଭାରତୀୟ ସେନାର ଶକ୍ତି । ନୌସେନାରେ ସାମିଲ ହେଲା ଯୁଦ୍ଧ ଜାହଜ ଆଇଏନଏସ ମହେନ୍ଦ୍ରଗିରି । ଉପରାଷ୍ଟ୍ରପତି ଜଗଦୀପ ଧନଖେଡେଙ୍କ ଉପସ୍ଥିତିରେ ସେନାରେ ଏହି ଯୁଦ୍ଧ ଜାହଜକୁ ସାମିଲ କରାଯାଇଛି । ମୁମ୍ବାଇର ମାଝାଂଗାଓଁ ଡକସିଫୟାଡ ଲିମିଟେଡ ଏହାକୁ ନିର୍ମାଣ କରିଛି । ଆଇଏନଏସ…

ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ…

କନକ ବ୍ୟୁରୋ : ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କରେ ରହି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ । ଦୋଷୀଙ୍କୁ ସେହି ଆଧାରରେ ଦଣ୍ଡ ମଧ୍ୟ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଏକ ଆବେଦନ ଉପରେ…