Daily Archives

September 18, 2023

କାହିଁକି ଏତେ ଆକ୍ରୋଶ, କାହିଁକି ଏହି ରେଡ୍? ସରକାର ନେଲେ ପ୍ରତିଶୋଧ, ରାଗିଲେ ଜନତା

କନକ ବ୍ୟୁରୋ: ସଚିବଙ୍କୁ ପ୍ରଶ୍ନ କଲେ, ସରକାରଙ୍କୁ ବାଧୁଛି । ଆଉ ସତ ଲେଖିଲେ, ଆଉ ସମ୍ବାଦପତ୍ରରେ ପ୍ରଶ୍ନ କଲେ ପ୍ରତିଶୋଧପରାୟଣ ହେଉଛନ୍ତି ସରକାର । କଳ, ବଳ ଓ କୌଶଳ ଲଗାଯାଉଛି । ମିଛ ମାମଲା କରି ହଇରାଣ କରାଯାଉଛି । ସତ କହୁଥିବା ସଂସ୍ଥା ଉପରେ ରେଡ କରାଯାଉଛି । ସମ୍ବାଦ ଉପରେ ସୋମବାରର…

ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ: ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହେଲେ ସରକାର

କନକ ବ୍ୟୁରୋ: ଅନ୍ଧାର କାହାକୁ ଭଲ ଲାଗେନି, ସ୍ୱାଧୀନ ଦେଶରେ ମୁହଁ ବନ୍ଦ ରଖିଲେ ଛାତି ଭିତରଟା ରୁନ୍ଧି ହୋଇଯାଏ । ଦୁର୍ବିସହ ଲାଗେ ଜୀବନ । କିନ୍ତୁ କ୍ଷମତା ଲୋଭୀ, କ୍ରୁର, ନିଷ୍ଠୁର, ଏକଛତ୍ରବାଦ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କର ସବୁବେଳେ ଗୋଟିଏ ଇଚ୍ଛା, ଅନ୍ଧାର ଭିତରେ ସମସ୍ତେ…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆନ୍ଦୋଳନ ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

କନକ ବ୍ୟୁରୋ: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । କିଛି ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଏନେଇ ଘୋଷଣା କରିଛନ୍ତି । ତେବେ ଦୀର୍ଘ ଦିନ ଧରି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପରେ ଏବେ ଏହି ଆନ୍ଦୋଳନକୁ…

ଓଡିଶାରେ ଆରମ୍ଭ ହୋଇଛି ପ୍ରତିଶୋଧ ପରାୟଣ ରାଜନୀତି । ରାଜ୍ୟରେ ଏମିତି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା :…

କନକ ବ୍ୟୁରୋ: ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଜେରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସିଧା ସିଧା ରାଜ୍ୟ ସରକାର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟରେ ଏବେ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ ହୋଇଛି ବୋଲି ମୋକିମ୍ କହିଛନ୍ତି…

ରାଜ୍ୟ ସରକାର ସତ୍ୟକୁ ଚପେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ଏବଂ ରାଜ୍ୟ ସରକାର ଭୟଭୀତ : ମନମୋହନ ସାମଲ

କନକ ବ୍ୟୁରୋ: ସମ୍ବାଦରେ ଇଓଡବ୍ଲ୍ୟୁ ଚଢାଉକୁ ନେଇ ରାଜ୍ୟ ସରକାର ଆଉ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମନ । ସିଧା ସିଧା ସରକାରକୁ ଟାର୍ଗେଟ କରିବା ସହିତ, ରାଜ୍ୟ ସରକାର ଭୟଭୀତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ସମ୍ବାଦ ଉପରେ ଇଓଡବ୍ଲ୍ୟୁର…

କାହିଁକି ସରକାରଙ୍କ ଏତେ ଆକ୍ରୋଶ? କାହିଁକି ସମ୍ବାଦ କାର୍ଯ୍ୟାଳୟରେ ହେଉଛି ରେଡ୍?

କନକ ବ୍ୟୁରୋ: ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର । ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୁଇଟି ସଂପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ପଡିଥିବା ସରକାର, ଏବେ ପ୍ରତିଶୋଧ ନେବାରେ ଲାଗିଛନ୍ତି । ଫାଇବ୍-ଟି ସବିବ ପାଣ୍ଡିଆନ୍ ଚଳାଇଥିବା ଛାୟା ସରକାରକୁ…