Daily Archives

September 12, 2023

ସୌମ୍ୟ ରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ନାପସନ୍ଦ: ନବୀନଙ୍କ ଦସ୍ତଖତକୁ ନେଇ ସନ୍ଦେହ କଲେ ସୌମ୍ୟ

କନକ ବ୍ୟୁରୋ: ବିନା କୌଣସି ନୋଟିସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ନେତା ଓ ବରିଷ୍ଠ ସାମ୍ବାଦିକ । ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କ ପାଇଁ ଜଣେ ବରିଷ୍ଠ ନେତାଙ୍କ…

କୋଡ୍ ୱାର୍ଡରେ ବ୍ରାଉନସୁଗାର କାରବାର: ଧଳା ଜହର, ବାଂଲାଦେଶରୁ ଭୁବନେଶ୍ୱର

କନକ ବ୍ୟୁରୋ: କୋଡ ୱାର୍ଡରେ ଚାଲିଛି ବ୍ରାଉନ ସୁଗାର । ଦୀଘାରୁ ଭୁବନେଶ୍ୱରକୁ ଲମ୍ବିଛି ଚେର । ଅନ ଲାଇନରେ ଟ୍ରାନଜାକ୍ସନ ହେଉଛି । ଏଭଳି ଭାବେ ବ୍ରାଉନସୁଗାର ଡିଲ କରୁଥିବା ଜଣେ ଡିଲରକୁ ଗିରଫ କରିଛି ସ୍ପୋଶାଲ କ୍ରାଇମ ୟୁନିଟ୍ । ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି…

ଉତର ଆଫ୍ରିକା ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ବାତ୍ୟା ଓ ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ରାଜ୍ୟ

କନକ ବ୍ୟୁରୋ : ଉତର ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ଏଠାରେ ମହାବିପତି ଆଣିଛି ସାମୁଦ୍ରିକ ଝଡ ଡାନିଏଲ । ବାତ୍ୟା ଓ ବନ୍ୟା ଯୋଗୁଁ ଏବେ ସୁଦ୍ଧା ଅଢେଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ହଜାର ହଜାର ସଂଖ୍ୟକ ଲୋକ ଗମ୍ଭୀରଭାବେ ଆହତ ହୋଇଥିବା ସୂଚନା…

ମାତିଛି ସ୍କ୍ରବ ଟାଇଫସ: ଜ୍ୱର ଲାଗିରହିଲେ ଶରୀର ପାଇଁ ହୋଇପାରେ ଘାତକ

କନକ ବ୍ୟୁରୋ: ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫଓ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର…

ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ, ସାମ୍ନାକୁ ଆସିଲା ରୋଚକ ତଥ୍ୟ

କନକ ବ୍ୟୁରୋ : ଭାରତୀୟ ଫୁଟବଲ ଟିମର କୋଚ ଇଗୋର ଷ୍ଟମକଙ୍କୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗତ ବର୍ଷ ଅନେକ ମ୍ୟାଚ୍ବେଳେ ଖେଳାଳିଙ୍କ ଚୟନ ପାଇଁ ଜଣେ ଜ୍ୟୋତିଷ ବିଶାରଦଙ୍କ ସହାୟତା ନେଇଥିଲେ । କେବଳ ସେତିକି ନୁହେଁ ଖେଳାଳୀଙ୍କ ଗ୍ରହ ନକ୍ଷତ୍ରର ଚଳଣି ଦେଖି ସେହି ହିସାବରେ ଦଳରେ…

ନିର୍ବାଚନ ପାଇଁ ରାଜ୍ୟରେ ଜୋର ହେଲାଣି ସଜବାଜ: ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି କ୍ରମରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଯଦିଓ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ…