Daily Archives

September 2, 2023

କାଉନସିଲରରୁ ବିଧାନସଭା ବାଚସ୍ପତି । ଏମିତି ଥିଲା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଯାତ୍ରା ।

କନକ ବ୍ୟୁରୋ: ଆରପାରିରେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ରାଜନୀତିର ବାଦଶାହା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କର ଶନିବାର ବିୟୋଗ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ…

ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ…

ରିୟଲଟି ଶୋରେ ସୀମା ହାଇଦର ! ମିଳିଲା ବିଗ୍ ବସର ଅଫର, କପିଲ ଶର୍ମା ବି ଦେଲେ ଅଫର

କନକ ବ୍ୟୁରୋ : ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ବିଗବସରେ ଖୁବଶୀଘ୍ର ନଜର ଆସିପାରନ୍ତି ପାକିସ୍ତାନର ମହିଳା ସୀମା ହାଇଦର । ପ୍ରତିବର୍ଷ ଶୋ ପାଇଁ ନିର୍ମାତା ବଛା ବଛା ପ୍ରତିଯୋଗୀଙ୍କୁ ଅଫର ଦିଅନ୍ତି, ଯିଏ ପୂର୍ବରୁ ବିବାଦ ଘେରରେ ରହିଥାନ୍ତି । ତେଣୁ ଶୁଣିବାକୁ ମିଳିଛି ଏଥର ସିଜିନ୍ ୧୭…

ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ, ହୋଟେଲ ଓ କାର୍ଯ୍ୟକ୍ରମ ସ୍ଥଳରେ…

କନକ ବ୍ୟୁରୋ : ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ହେବ ଜି-୨୦ ଶିଖର ସମ୍ମିଳନୀ । ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗ ଦେବେ । ଏହା ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୯ରେ ହେବ ବୈଠକ କିନ୍ତୁ ୩ଦିନ ପୂର୍ବରୁ ଦିଲ୍ଲୀରେ ପହଁଚିବେ ଅତିଥି…

ରାଜସ୍ଥାନରୁ ଆସିଲା ଛାତିଥରା ଘଟଣା । ମହିଳାଙ୍କୁ ନିବସ୍ତ୍ର କରି ଗାଁସାରା ଦୌଡାଇଲେ ସ୍ୱାମୀ, ଭିଡିଓ ଭାଇରାଲ ପରେ…

କନକ ବ୍ୟୁରୋ : ରାଜସ୍ଥାନରେ ଲଜ୍ଜ୍ୟା । ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି ନୁହେଁ ବଂର ମହିଳାଙ୍କ ସ୍ୱାମୀ ଅଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ…