Daily Archives

September 23, 2023

କିଏ ହେବ ଓଡିଶାର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଧର୍ମେନ୍ଦ୍ର ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀ ଚେହେରା ବିନା…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ବିଜେପି ଜିତିବ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଓଡିଆ ସାହିତ୍ୟ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପ୍ରଶ୍ନ ପଚାରିଥିଲେ…

ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର ପାଇଁ ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ: ଡେଷ୍ଟିନେସନ ୱେଡିଂରେ…

କନକ ବ୍ୟୁରୋ: ରାଜସ୍ଥାନକୁ ଆସୁଛନ୍ତି ଅତିଥି । କାଲି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଆଜି ମେହେନ୍ଦୀ, ସଂଗୀତ ଚାଲିଥିବାବେଳେ କାଲି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି…

ରାଜସ୍ଥାନ ମାଟିରୁ ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ: କହିଲେ ସତ ଉଠାଇଲେ କରାଯାଉଛି କଣ୍ଠରୋଧ,…

କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ବିଗୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ଅନ୍ୟ ବରିଷ୍ଠ ନେତା ଏଠାରେ ପହଁଚି କଂଗ୍ରେସ କମିଟିର ନୂଆ ଭବନର ଶିଳାନ୍ୟାସ କରିଛନ୍ତି । କାର୍ଯକ୍ରମକୁ ସମ୍ବୋଧିତ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା…

ଅସରାଏ ବର୍ଷାରେ ନାକେଦମ ନାଗପୁର: ରାସ୍ତାରେ ଚାଲିଲା ଡଙ୍ଗା, ଛାନିଆ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ: ବର୍ଷା ପାଇଁ ନାକେଦମ ନାଗପୁର । ଅସରାଏ ବର୍ଷାରେ ସହର ପାଲଟିଲା ନଦୀ । ସ୍ଥିତି ଏଭଳି ହୋଇଛି କି ଦୌଉଡି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ନାଗପୁରର ଅନେକ ଗଳିକନ୍ଦିରେ ଚାଲିଛି ଡଙ୍ଗା । ସ୍ଥାନୀୟ ପ୍ରଶାସନ ଅବହେଳା ପାଇଁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ…

ନୂଆ ସଂସଦ ଭବନ, ନୂଆ ରାଜନୀତି: କ’ଣ କହିଲେ ଜୟରାମ ରମେଶ? କଂଗ୍ରେସ ନେତାଙ୍କୁ ଜେପି ନଡ୍ଡାଙ୍କ ଜବାବ

କନକ ବ୍ୟୁରୋ: ନୂଆ ସଂସଦଭବନକୁ ନେଇ ବୟାନବାଜୀ । ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବାଚଉଡା ଲେଖା ପୋଷ୍ଟ କରି ଏକାଧିକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ନୂଆ ସଂସଦ ଭବନ ନାଁ ମୋଦୀ ମଲିଟିପ୍ଲେକସ ହେବା ଉଚିତ ବୋଲି କହିଛନ୍ତି ରମେଶ । ସେପଟେ ନୂଆ ସଂସଦଭବନର ନିର୍ମାଣ…

ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ

କନକ ବ୍ୟୁରୋ: କୁହୁଳୁଛି ଭାରତ-କାନାଡ଼ା ବିବାଦ । ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ଏହା ଭିତରେ ଆକ୍ସନମୁଡକୁ ଆସିଛନ୍ତି ମୋଦୀ ସରକାର । ଖଲିସ୍ତାନୀ ନେତାଙ୍କ ପଂଜାବ ଘରେ ରେଡ କରିବା ସହ ସମ୍ପତି ଜବତ କରିଛି ଏନଆଇଏ । ସେପଟେ ବିବାଦ ଭିତରେ ଆମେରିକା ଏଟ୍ରିଂର…