Daily Archives

September 4, 2023

ହୋର୍ଡିଂରେ ଫାଇଭ୍-ଟି ସଚିବଙ୍କ ଫଟୋ: ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: କେନ୍ଦ୍ରପଡାରେ ହେବ ନିପ୍ପନ ଷ୍ଟିଲ କାରଖାନା । ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଚଳ ବାସୀ । ହେଲେ ଧନ୍ୟବାଦ ଜଣାଇବା ପାଇଁ ଯେଉଁ ସବୁ ହୋର୍ଡିଂ ମରା ଯାଇଛି ତାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ମହାକାଳପଡା ରାସ୍ତା କଡରେ ବଡ ବଡ…

ଇସ୍ରୋ ବୈଜ୍ଞାନିକଙ୍କୁ ମନା ହେଇଥିଲା ଅତର । ଗୋଟିଏ ମାସ ପର୍ଯ୍ୟନ୍ତ ଅତର ବ୍ୟବହାର କରିନଥିଲେ ଇସ୍ରୋ ବୈଜ୍ଞାନିକ ।…

କନକ ବ୍ୟୁରୋ: ସଫଳତାର ସହ ଇସ୍ରୋର ଅନ୍ୟତମ ବଡ଼ ମହାକାଶ ଅଭିଯାନ ଆଦିତ୍ୟ ଏଲ ୱାନ ଲଞ୍ଚ୍ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ବୈଜ୍ଞାନିକଙ୍କ ଅଦମ୍ୟ ଚେଷ୍ଟା, ପରିଶ୍ରମ ବଳରେ ସୂର୍ଯ୍ୟ ମିଶନ ଆରମ୍ଭ ହୋଇଛି । ଏବେ ଏହି ମିଶନ ପଛର କିଛି ରୋଚକ କଥା ସାମ୍ନାକୁ ଆସିଛି । ଏହି ମିଶନକୁ ସଫଳ…

ଆକାଶରୁ ଆସୁଛି ମୃତ୍ୟୁ: ବଜ୍ରପାତ ହେଲେ କ’ଣ କରିବେ?

କନକ ବ୍ୟୁରୋ: ଆକାଶରୁ ଆସୁଛି ମୃତ୍ୟୁ । କାଳ ସାଜୁଛି ବଜ୍ରପାତ । ଆଖି ପିଛୁଳାକେ ଚାଲି ଯାଉଛି ଜୀବନ । ଗତ ୨ ତାରିଖ ଦିନ ବଜ୍ରାଘାତରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ସେହିପରି ୧୪ଜଣ ଆହତ ହୋଇଥିବାବେଳେ ୮ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିଲା । ତେବେ ବିଜୁଳି ମାରିବା ସମୟରେ କଣ କରିବେ କଣ…

ଟେଟେ-ଟୁକୁନିଙ୍କ ଟ୍ୱିଟ୍ ୱାର: ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଜବାବ ରଖିଲେ…

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ୱାର । ବିଜେପିକୁ ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି, ଆସନ୍ତା…

ସ୍ଲିପିଂମୋଡକୁ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ…

କନକ ବ୍ୟୁରୋ: ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଣ୍ଟକୁ ସଫଳତା ପୂର୍ବକ ପୂରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର…

ମହିଳାଙ୍କୁ ପାରାଦୀପ ବିଧାୟକଙ୍କ ଦୁର୍ବ୍ୟବହାର! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ: ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଦୁର୍ବ୍ୟବହାର ଅଭିଯୋଗ । ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ କୁଜଂଗ ଥାନାରେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ । କହିଛନ୍ତି, କୌଣସି ମହିଳାଙ୍କୁ ସେ ଅପମାନ…