Daily Archives

September 14, 2023

ବିଶ୍ୱ ବ୍ରହ୍ମାଣ୍ଡରେ ଏଲିୟନ ଥିବା ସମ୍ଭାବନାକୁ ବଢାଇଲା ନାସାର ତାଜା ରିପୋର୍ଟ । ରିପୋର୍ଟରେ ରହିଛିି, ଅଜଣା ଉଡନ୍ତା…

କନକ ବ୍ୟୁରୋ: ବିଶ୍ୱ ବ୍ରହ୍ମାଣ୍ଡରେ ଏଲିଅନ୍ ବା ପରଗ୍ରହୀ ଥିବାର ସମ୍ଭାବନା ବୃଦ୍ଧି ପାଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଏଭଳି ସମ୍ଭାବନାକୁ ବଢ଼ାଇ ଦେଇଛି । ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି, ୟୁଏଫଓ ବା ଅଜଣା ଉଡ଼ନ୍ତା…

ମୁମ୍ବାଇ ଏୟାରପୋର୍ଟରେ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଯାତ୍ରୀ ସୁରକ୍ଷିତ, ଦେଖନ୍ତୁ, ଫଟୋ…

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହେଇନାହାଁନ୍ତି । ବିମାନରେ ବସିଥିବା ଯାତ୍ରୀ ଏବଂ କ୍ରିଉ ମେମ୍ବର ଆହତ…

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ…

କନକ ବ୍ୟୁରୋ : ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ହେବ ବାହାଘର । ଏବେ ସାମ୍ନାକୁ ଆସିଛି ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ…

ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ…

କନକ ବ୍ୟୁରୋ : ଏଲିଅନଙ୍କ ଅସ୍ତିତ୍ୱକୁ ନେଇ ଦ୍ୱନ୍ଦ ଥିବା ଭିତରେ ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରିଛନ୍ତି ସାମ୍ବାଦିକ ତଥା ନିଜକୁ ୟୁଏଫୋଲଜିଷ୍ଟ ବା ଏଲିଅନଙ୍କ ଅନୁସନ୍ଧାନକାରୀ କହୁଥିବା ୭୦ ବର୍ଷୀୟ ଜେମେ ମୌସାନ୍ । ଦୁଇଟି କଙ୍କାଳ ରଖି ସେ କହିଛନ୍ତି, ଏ କଙ୍କାଳ…

କଂଗ୍ରେସକୁ କଡ଼ା ଚ୍ୟାଲେଂଜ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କହିଲେ, ଅଭିଯୋଗ ସତ ପ୍ରମାଣିତ ହେଲେ…

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ସାଂସଦ ଗୌରବ ଗୋଗାଇଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟୁଇଟର ୱାର । ଗୁରୁବାର ହିମନ୍ତ କହିଛନ୍ତି ଯଦି ତାଙ୍କ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ସାଧାଣ ଜୀବନରୁ ସନ୍ନ୍ୟାସ ନେବେ ।…

ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ୍ । ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ…

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ହୋଇଛି ଚାର୍ଜଫ୍ରେମ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଛି ଏବଂ ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ…