Daily Archives

September 11, 2023

ଉତରପ୍ରଦେଶରେ ବର୍ଷା ପ୍ରଳୟ: ବନ୍ୟା ପାଣିରେ ଭାସୁଛି ଘରଦ୍ୱାର, ରାସ୍ତାଘାଟ

କନକ ବ୍ୟୁରୋ: ଉତର ପ୍ରଦେଶରେ ୧୨ଘଂଟାର ଲଗାଣ ବର୍ଷା ଆଣିଛି ବିପତି । ରାସ୍ତାଘାଟଠୁ ନେଇ ଘର ଦ୍ୱାରା । ଯୁଆଡେ ଆଖି ପଡୁଛି ସେଠି କେବଳ ପାଣି ହିଁ ପାଣି । ଅଧିକାଂଶ ଲୋକ ବର୍ଷା ପାଣି ଭିତରେ ଫଶିଥିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭିତରେ ଫଶିଛନ୍ତି । ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି…

ସମ୍ପତ୍ତି ପାଇଁ ସଇତାନ ସାଜିଲା ସ୍ୱାମୀ: ପତ୍ନୀଙ୍କୁ ହତ୍ୟା ପରେ ୨୪ଘଂଟା ଧରି ଘର ଭିତରେ ଲୁଚାଇ ରଖିଥିଲା ଶବ

କନକ ବ୍ୟୁରୋ: ସମ୍ପତି ଯୋଗୁଁ ସଇତାନ ସାଜିଲ ସ୍ୱାମୀ । ସ୍ୱାର୍ଥ ହାସଲ ପାଇଁ ଅସୁସ୍ଥ ସ୍ତ୍ରୀର ବିଭତ୍ସ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଏକ ବିଚଳିତ କରିବା ଘଟଣା ଘଟିଛି ନୋଏଡା । ସମ୍ପତି ଲୋଭରେ ସ୍ତ୍ରୀକୁ ହତ୍ୟା କରିବା ସହ ମୃତ ଦେହକୁ ୪୮ଘଂଟା ଧରି ଲୁଚାଇ ରଖିଥିଲା ସ୍ୱାମୀ ।…

ପ୍ୟାରିସରୁ ପୁଣି ବିଜେପି ସରକାରଙ୍କୁ ପ୍ରଶ୍ନ: ବିଜେପି ଓ ଆରଏଏସକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ବିଦେଶରୁ ବିଜେପି ଓ ଆରଏସଏସକୁ ପୁଣି ଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହଲ ଗାନ୍ଧୀ । ପ୍ୟାରିସରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାହୁଲ ପରମ ପ୍ରତିଦ୍ୱନ୍ଦୀ ବିଜେପି ସହ ଆରଏସଏସକୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ହିନ୍ଦୁତ୍ୱ ସହ ବିଜେପି ଓ ଆରଏସଏସ କୌଣସି…

ମନ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଋଷି ସୁନକଙ୍କ ଫଟୋ ହେଉଛି…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ବର୍ତମାନ ଏଭଳି କିଛି ଫଟୋ ବେଶ ଭାଇରାଲ ହେଉଛି । ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏହି ଫଟୋଗୁଡିକ କେବଳ ଚର୍ଚ୍ଚା ପରିସରକୁ ଆସିନି ବଂର ଲୋକଙ୍କ ମନକୁ ବେଶ ଛୁଇଁଛି । ନିକଟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରେ ପତ୍ନୀ ଅକ୍ଷତାଙ୍କ ସହ…

କେବଳ ପୃଥିବୀରେ ନୁହେଁ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୁତ ହୁଏ ଭୂମିକମ୍ପ: ତାପମାତ୍ରା ଅସମାନତା କାରଣରୁ ରୀତିମତ କମ୍ପନରେ…

କନକ ବ୍ୟୁରୋ: ଚନ୍ଦ୍ରପଷ୍ଠରେ ହୁଏ କମ୍ପନ । ଏନେଇ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଚନ୍ଦ୍ରଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଆଉ ଏବେ ସମାନ କଥା ଦାବି କରୁଛନ୍ତି ଗବେଷକ । ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠରେ ଚାଲିଛି ତାପଜ ଚନ୍ଦ୍ର କମ୍ପନ ବା ଥର୍ମାଲ ମୁ୍ନକ୍ୱାକ୍ । ଏଠାରେ ବ୍ୟାପକ…

ପୁଣି ଥରେ ଆପତିଜନକ ବୟାନ ଦେଇ ବିବାଦରେ ଉଦୟନିିଧି ଷ୍ଟାଲିନ: କହିଲେ ବିଜେପି ହେଉଛି ବିଷଧର ସାପ, ଏଆଇଏଡିଏମକେ ଅଳିଆ…

କନକ ବ୍ୟୁରୋ: ସନାତନ ଧର୍ମ ବିରୋଧୀ ବୟାନ ସମାଲୋଚନା ଘେରରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ଥରେ ଖବରରେ । ଏଥକ ମନ୍ତ୍ରୀ ସିଧାସଳଖ ବିଜେପି ଓ ଏଆଇଏଡିଏମକେକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପିକୁ ବିଷଧର ସାପ ଓ ଏଆଇଏଡିଏମକେକୁ ଅଳିଆ ଗଦା ସହ ତୁଳନା…