Daily Archives

September 27, 2023

ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । ଆନ୍ଧ୍ର ଆଡକୁ ଯିବା ସମୟରେ ଠାବ କଲା ପୋଲିସ ।

କନକ ବ୍ୟୁରୋ: ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । କଟକ ବଡମ୍ବାସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଛି । ଆନ୍ଧ୍ର ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଠାବ କରିଛି । କଟକ ବଡମ୍ବା କାନାରା…

ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ

କନକ ବ୍ୟୁରୋ : ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ । ୨୦୦୨ ଲଗାନ୍ ଚଳଚ୍ଚିତ୍ର ପରେ କୌଣସି ଭାରତୀୟ ଫିଚର ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣି ଦେଇଛି ମଲୟାଲମ୍ ଫିଲ୍ମ ‘୨୦୧୮’ । କେରଳର…

ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ…

କନକ ବ୍ୟୁରୋ : ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ଟି-୨୦ ଫର୍ମାଟରେ ଏଯାବତ ହୋଇଥିବା ସବୁ ରେକର୍ଡକୁ ଭାଙ୍ଗିଛି ନେପାଳ କ୍ରିକେଟ୍ ଟିମ୍ । ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ରେ ମଙ୍ଗୋଲିଆ ବିପକ୍ଷ ମ୍ୟାଚ୍ରେ ବିରଳ ପ୍ରଦର୍ଶନ କରିଛି ଟିମ୍ । ୨୦…

ଶ୍ମଶାନ ପାଲଟିଲା ବିବାହ ମଣ୍ଡପ । ଅଗ୍ନିକାଣ୍ଡରେ ଗଲା ଶହେରୁ ଅଧିକ ଜୀବନ

କନକ ବ୍ୟୁରୋ : ସେଲିବ୍ରେସନ୍ ସମୟରେ ମାଡି ଆସିଲା ମୃତ୍ୟୁ । ବିବାହ ମଣ୍ଡପରେ ନିଆଁ ଲାଗି ଜଳି ଯାଇଛନ୍ତି ଶହେରୁ ଅଧିକ ଲୋକ । ବର, କନ୍ୟାଙ୍କ ଜୀବନ ବି ଚାଲିଯାଇଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ…

୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ…

କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଂଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ…

ମାଲକାନଗିରି ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତି ମାନ୍ୟତା । ଓୟୁଏଟି ଗବେଷଣାରୁ ମିଳିଲା ତଥ୍ୟ । ସ୍ୱାଭିମାନ ଅଞ୍ଚଳର…

କନକ ବ୍ୟୁରୋ: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପରିବହନ ବ୍ୟବସ୍ଥାର ବଡ ମାଧ୍ୟମ ଘୋଡା । ଛୋଟ ଘୋଡା ବା ପନି ଜିଲ୍ଲାର ଚିତ୍ରକୋଣ୍ଡା ନିକଟସ୍ଥ ବିଚ୍ଛିନ୍ନାଞ୍ଚଳର ୪୦ ଗାଁରେ ଦେଖାଯାଆନ୍ତି । ଦେଶରେ ଏବେ ସାତପ୍ରକାର ପ୍ରଜାତିର ଘୋଡା ଅଛନ୍ତି । ଆଉ ମାଲକାନଗିରି ଘୋଡାକୁ ଅଷ୍ଟମ ପ୍ରଜାତିର…