Daily Archives

September 24, 2023

ଭାରତ କବଜାରେ ଦିନିକିଆ ସିରିଜ । ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଟିମ…

କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ଅଷ୍ଟେଲିଆକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ । ବର୍ଷା ପ୍ରଭାବିତ ମ୍ୟାଚରେ ୯୯ ରନରେ ବିଜୟୀ ହେବା ସହ ସିରିଜକୁ ବି କବଜା କରି ନେଇଛି ଟିମ୍ ଇଣ୍ଡିଆ । ଇନ୍ଦୋରରେ ଆଜି ଯେମିତି ବର୍ଷା ହୋଇଥିଲା, ସେହିପରି ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା ମଧ୍ୟ ଦେଖିବାକୁ…

ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିବାକୁ ସୂଚନା ଦେଲେ ସଂଘ…

କନକ ବ୍ୟୁରୋ: ପୂର୍ବଭଳି ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ବିଧାନସଭା ଥିବାରୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବାରୁ ବିଇଓ ଅଫିସ୍ ଆଗରରେ ଧାରଣା ଦେବାକୁ ନିଷ୍ପତି ନେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ…

ଆତ୍ମନିର୍ଭର କରିଛି ଧୂପକାଠି ବ୍ୟବସାୟ । ବାର୍ଷିକ ମିଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ଏହି ବ୍ୟବସାୟ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦିପୁର ଗାଁର ଝୁଲଣା ସ୍ୱାଇଁ । ନିଜର ବଳକା ସମୟକୁ ସଦୁପଯୋଗ କରି ଧୂପକାଠି ତିଆରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ଯାହା ତାଙ୍କୁ…

କନକ ବ୍ୟୁରୋ : ବଳଦ ସାହାଯ୍ୟରେ ବୁଲୁଛି ଘଣା । କାଠ ଘଣାରେ ପେଡ଼ା ହେଉଛି ତୈଳବୀଜ, ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ…

କନକ ବ୍ୟୁରୋ : ଯୁଗ ବଦଳିବା ସହ ବଦଳିଛି ଟେକ୍ନୋଲୋଜି ହେଲେ ପୂର୍ବ ପରମ୍ପରାକୁ ବଂଚାଇ ରଖିଛନ୍ତି ବୌଦ୍ଧ ବଡ଼ମାଳ ଗାଁର ତେଲି ସମ୍ପ୍ରଦାୟର ଲୋକେ । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପାରମ୍ପରିକ ଉପାୟରେ ତେଲ ପେଡ଼ୁଛନ୍ତି ବଡ଼ମାଳ ଗାଁର ରାମ ସାହୁଙ୍କ ପରିବାର । ସୋରିଷ, ରାଶି, ଜଡ଼ା, ସୂର୍ଯ୍ୟମୁଖୀ,…

ଜୀବିକା ଯୋଗାଇଛି ସମୁଦ୍ରକୂଳିଆ ଘାସ । ଦୁଇ ଶହରୁ ଅଧିକ ମହିଳା ହେଲେ ସ୍ୱାବଲମ୍ବୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି…

କନକ ବ୍ୟୁରୋ : କୌଣସି ସହାୟତା କିମ୍ବା ତାଲିମ ନନେଇ ଏହି ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ଭୋଗରାଇ ରଣସିଂହପୁର ଗାଁର ମହିଳା ମାନେ ସମୁଦ୍ର ଘାସରୁ ଆକର୍ଷଣୀୟ ଗୃହ ଉପକରଣ ତିଆରି କରୁଛନ୍ତି । ଘର କାମରୁ ଟିକିଏ ଫୁରସତ ପାଇଲେ ଏମାନେ ସମୁଦ୍ର କୂଳିଆ ଅଂଚଳରୁ ଘାସ…

କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର ଫିସ୍ ଫାର୍ମିଂ । ଭାସମାନ ଜେଟି ଓ ଜାଲରେ ଫିସିଙ୍ଗ କେଜ୍ ସ୍ଥାପନ

କନକ ବ୍ୟୁରୋ : ପଞ୍ଜୁରୀ ଭିତରେ ମାଛ ଚାଷ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ଆଦିବାସୀ ଅଧ୍ୟୁଷୀତ କଳାହାଣ୍ଡି ଜିଲ୍ଲାରେ ଏବେ ପଂଜୁରୀ ଭିତରେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ଚାଷୀ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମିତି, ମହିଳା…