Daily Archives

September 26, 2023

ମେଡିକାଲ କଲେଜରେ ନାହାଁନ୍ତି ଡାକ୍ତରୀ ଶିକ୍ଷକ: ଖାଲି ପଡିଛି ୨୧% ଶିକ୍ଷକ ପଦବି

କନକ ବ୍ୟୁରୋ: ସରକାର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ମେଡିକାଲ କଲେଜ୍ ଘୋଷଣା କରି ଚାଲିଛନ୍ତି । ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଧିକ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ମେଡିକାଲ କଲେଜ୍ ସ୍ଥାପନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ବିଧାନସଭାରେ…

ଶ୍ରୀନଅରରେ ସୁନିଆ ଉତ୍ସବ: ଗଜପତି ମହାରାଜ କଲେ ଦେବାର୍ଚ୍ଚନା, ଆଜିଠାରୁ ପ୍ରଚଳିତ ହେଲା ଗଜପତିଙ୍କ ନୂଆ ଅଙ୍କ

କନକ ବ୍ୟୁରୋ: ରାଜ ନଅରରେ ସୁନିଆ ଉତ୍ସବ । ଆଜି ସଂଧ୍ୟାରେ ପୁରୀରେ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଛି । ସୁନିଆ ପାଇଁ ଶ୍ରୀନଅର ପରିସରରେ ଥିବା କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ଏବଂ ଆଜି ଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂଆ ଅଙ୍କ ପ୍ରଚଳିତ…

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଅଶ୍ୱଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

କନକ ବ୍ୟୁରୋ : ଏସିଆନ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ । ୪୧ ବର୍ଷ ପରେ ଭାରତ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି । ସୁଦୀପ୍ତ ହାଜେଲା, ଦିବ୍ୟକ୍ରିତ ସିଂ, ହ୍ରିଦୟ ଛେଡା ଓ ଅନୁଶ ଅଗ୍ରୱାଲଙ୍କ ସାଫଲ୍ୟ । ଏସିଆନ…

ବର୍ଷିଆନ୍ ବଲିଉଡ୍ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ । ଚଳିତ ବର୍ଷ ମିଳିବ ଦାଦା…

କନକ ବ୍ୟୁରୋ : ବର୍ଷିଆନ୍ ବଲିଉଡ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି । ନିଜ ପୋଷ୍ଟରେ ଅନୁରାଗ ଠାକୁର ଲେଖିଛନ୍ତି ‘ୱାହୀଦା…

ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ

କନକ ବ୍ୟୁରୋ : ଇଲେକ୍ଟ୍ରିକ କଟରରେ କାନ୍ଥ ଓ କବାଟ କାଟିଲେ ଆଉ ଗହଣା ଦୋକାନରୁ କୋଟିଏ କି ଦୁଇ କୋଟି ନୁହେଁ ପୂରା ୨୫କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଚୋର । ଘଟଣା ଦିଲ୍ଲୀ ଜଙ୍ଗପୁରାର । ଏଠାରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇ ଫେରାର ହୋଇଛନ୍ତି ଚୋର । କୋଠାର ଛାତ କବାଟ ଭାଙ୍ଗି…

କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକରେ ହଙ୍ଗାମା । ବେଙ୍ଗାଲୁରୁରେ ଚାଷୀଙ୍କ ଜୋରଦାର ପ୍ରଦର୍ଶନ

କନକ ବ୍ୟୁରୋ : କାବେରୀ ନଦୀ ଜଳ ବଂଟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପକୁ ବିରୋଧ କରି ମଙ୍ଗଳବାର ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ । ରାଜଧାନୀ ବେଙ୍ଗାଲୁରୁ ବନ୍ଦ ଡାକରା ଦେବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ଓ ବିଭିନ୍ନ ବିରୋଧୀ ଦଳ । ରାଜଧାନୀ…