Daily Archives

September 28, 2023

୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର

କନକ ବ୍ୟୁରୋ: ୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର । ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଛି ତାଙ୍କ ଆଗାମୀ ଫିଲ୍ମ ଆନିମଲର ପ୍ରଥମ ଟ୍ରେଲର । ଟି ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ରଣବିର କପୁରଙ୍କୁ ଜବରଦସ୍ତ ଆକ୍ସନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି…

ଅଷ୍ଟ୍ରେଲିଆ ସହିତ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ୱକପ ଟିମରେ ସାମିଲ ହୋଇପାରନ୍ତି ଆର ଅଶ୍ୱୀନ: ଅକ୍ଷର ପଟେଲଙ୍କ…

କନକ ବ୍ୟୁରୋ: ଏସିଆ କପରୁ ଆହତ ହୋଇଥିବା ଟିମ୍ ଇଣ୍ଡିଆର ସ୍ପିନର ଅକ୍ଷର ପଟେଲ ବିଶ୍ୱକପରେ ସାମିଲ ହୋଇପାରିବେ କି ନାହିଁ ଜାରି ରହିଛି ସସପେନ୍ସ । କୋଚ ରାହୁଲ ଦ୍ରାବିଡ କିମ୍ବା ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କ ଫିଟନେସ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ…

ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତ ଆସିଛି । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଂଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଗେରୁଆ ଉତରୀୟ ଦେଇ ଭାରତ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି…

ଯୁବ ଭାରତ ହେଉଛି କି ବୟସ୍କ? ଚିନ୍ତା ବଢ଼ାଇଲା ୟୁଏନଏଫପିଏ ରିପୋର୍ଟ

କନକ ବ୍ୟୁରୋ: ଦେଶର ଭବିଷ୍ୟତ ନିର୍ଭର କରେ ଯୁବ ବର୍ଗଙ୍କ ଉପରେ । ମୋଟ୍ ଆର୍ଥିକ ବୋଝର ଗୋଟିଏ ବଡ ଅଂଶ ଯୁବ ବର୍ଗଙ୍କ କାନ୍ଧରେ ଥାଏ । ତେଣୁ ଦେଶ ଯୁବ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଯୁବ ବର୍ଗଙ୍କୁ ନେଇ ବିଶ୍ୱରେ ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରୁଛି ନ୍ୟୁ ଇଣ୍ଡିଆ । ଆଉ…

ଡେଙ୍ଗୁ ମଶାର ନୂଆ ପ୍ରଜାତି ଆଲବୋପିକ୍ଟସ । ମଶାଙ୍କ ବଂଶବିସ୍ତାର ପଛରେ ଜଳବାୟୁ !

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ବଢିବା ପଛରେ ମଶାର ନୂଆ ପ୍ରଜାତି । ଏଥର କେବଳ ଦିନରେ ନୁହେଁ ସନ୍ଧ୍ୟାରେ ବି ଡେଙ୍ଗୁ ମଶା କାମୁଡିଲେ ଆପଣଙ୍କୁ ହୋଇପାରେ ଡେଙ୍ଗୁ । ଭୁବନେଶ୍ୱର ସମେତ ରାଜ୍ୟରେ ଡେଙ୍ଗୁ ଜ୍ୱର ବଢୁଥିବାବେଳେ ଏବେ ଏହି ଡେଙ୍ଗୁ ମଶାର ନୂଆ ପ୍ରଜାତି ସମସ୍ତଙ୍କ ଚିନ୍ତା…

ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ

କନକ ବ୍ୟୁରୋ: ଗିରଫ ହେଲା ଅଭିଯୁକ୍ତ । ମଧ୍ୟପ୍ରଦେଶର ଉଜ୍ଜେନର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନି ଗିରଫ । ପୋଲିସ ହେପାଜତରୁ ଖସି ଯିବାକୁ ଉଦ୍ୟମ କରୁଥିଲା । ହେଲେ ଏବେ ସେ ଆହତ ହୋଇଛି । ନାବାଳିକା ଝିଅଟି ଦୁଷ୍କର୍ମର ଶିକାର ପରେ ଅସହାୟ ଅବସ୍ଥାରେ ସହାୟତା ପାଇଁ ଘର ଘର…