Daily Archives

September 29, 2023

ଆସିଲା ଆଗାମୀ ହିନ୍ଦୀ ଫିଲ୍ମ ‘ଗଣପତ’ ପ୍ରଥମ ଟିଜର: ଦେଖିବାକୁ ମିଳିଲା ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ

କନକ ବ୍ୟୁରୋ: ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ଗଣପତର ପ୍ରଥମ ଟିଜର । ଅଭିନେତା ଟାଇଗର ସ୍ରଫ୍ ପୁଣିଥରେ ଏହି ସିନେମାରେ ଆକ୍ସନ୍ ଅବତାରରେ ନଜର ଆସିବେ । ରିଲିଜ ହୋଇଥିବା ଗଣପତର ନୂଆ ଟିଜରରେ ଟାଇଗର ସର୍ଫଙ୍କ ଦମଦାର ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଆକ୍ସନ ଥ୍ରୀଲର ଓ ସସପେନ୍ସରେ ଭରପୂର ରହିଛି…

କାବେରୀ ଜଳ ବିବାଦରେ ଅଶାନ୍ତ କର୍ଣ୍ଣାଟକ: ରାଜରାସ୍ତାରେ ଚାଷୀ ସଙ୍ଗଠନର ପ୍ରତିବାଦ, ବିକ୍ଷୋଭ

କନକ ବ୍ୟୁରୋ: କାବେରୀ ନଦୀ ଜଳ ବିବାଦକୁ ନେଇ ପୁଣି ଅଶାନ୍ତ କର୍ଣ୍ଣାଟକ । ପଡୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ଜଳ ଦେବା ପ୍ରସଙ୍ଗରେ ଶୁକ୍ରବାର ପୁଣିଥରେ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆ ଯାଇଛି । କନ୍ନଡ ଓକୁଟା ସଙ୍ଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ, ସାରା ରାଜ୍ୟରେ ବସ୍,…

ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା…

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ କନ୍ଦଳ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ବିଭିନ୍ନ ରାଜ୍ୟରେ ସିଟ୍ ବଂଟାକୁ ନେଇ ଇଣ୍ଡିଆ ମେଂଟରେ ଉପୁଜିପାରେ ସମସ୍ୟା । ସେପଟେ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଂଟ…

ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମାନେକା ଗାନ୍ଧୀ: ଶହେ କୋଟିର ମାନହାନୀ ମକଦ୍ଦମା କଲା ଇସ୍କନ୍…

କନକ ବ୍ୟୁରୋ: ଅଡୁଆରେ ବିଜେପି ସାଂସଦ ମାନେକା ଗାନ୍ଧୀ । ମାନେକାଙ୍କ ନାଁରେ ମାନହାନି ମାମଲା କଲା ଇସ୍କନ । ଶହେ କୋଟି ଟଙ୍କା ମାନହାନି ମାମଲା କରି ନୋଟିସ ପଠାଇଛି ଇସ୍କନ । ଇସ୍କନ କହିଛି, ବିଜେପି ସାଂସଦଙ୍କ ବୟାନ କେବଳ ନିନ୍ଦନୀୟ ନୁହେଁ ବଂର ଇସ୍କନ ଭକ୍ତ, ସମର୍ଥକଙ୍କ ପ୍ରତି ଅପମାନ ଅଟେ…

ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ତାନ: ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ମୃତ, ଶତାଧିକ ଆହତ

କନକ ବ୍ୟୁରୋ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ବଲୁଚିସ୍ତାନ । କ୍ଷଣିକରେ ଚାଲିଗଲା ଅନେକ ଲୋକଙ୍କ ଜୀବନ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ । ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଇଁ ଆୟୋଜିତ ସମାରୋହରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି…

ବିପଦରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା! ଆମେରିକାରେ ହୋଇପାରେ ‘ସଟଡାଉନ୍’!

କନକ ବ୍ୟୁରୋ: ବିଶ୍ୱର ଏକ ନମ୍ବର ଅର୍ଥନୀତି ଭାବେ ଜଣା ଯାଉଥିବା ଆମେରିକାରେ ଦେଖାଦେଇପାରେ ଆର୍ଥିକ ସଙ୍କଟ । ଆମେରିକାରେ ସରକାରୀ ଖର୍ଚ୍ଚ ପାଇଁ ପାଣ୍ଠି ସେପ୍ଟେମ୍ବର ୩୦ ସୁଦ୍ଧା ଖାଲି ହୋଇଯିବ । ସରକାରୀ ଖର୍ଚ୍ଚ ପାଇଁ ଅର୍ଥ ମଂଜୁରୀ ବିରୋଧୀ ଦଳଙ୍କ ସହମତିରେ ହିଁ ସମ୍ଭବ । ଆଉ ସେପ୍ଟେମ୍ବର…