Daily Archives

September 7, 2023

ଆଇଆଇଟି ମଣ୍ଡି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଚର୍ଚ୍ଚା: କହିଲେ, ପଶୁ ହତ୍ୟା ଆଉ ମାଂସ ଖାଇବା ଯୋଗୁଁ ହିମାଚଳରେ ହେଉଛି…

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମାଂସ ଖାଇବା ପାଇଁ ପଶୁଙ୍କୁ ହତ୍ୟା କରିବା ଫଳରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ଘଟୁଛି ବୋଲି ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଅଡିଟୋରିୟମରେ…

ବଡପରଦାକୁ ଆସିଲା ଶାହାରୁଖଙ୍କ ଯବାନ । ଦେଶରେ ୫ ହଜାର ହଲରେ ଚାଲିଲା ହାଉସଫୁଲ ସୋ

କନକ ବ୍ୟୁରୋ : ଗୁରୁବାର ରିଲିଜ ହୋଇଛି ସାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ହଲ ଭିତରେ ଯେତିକି ବାହାରେ ତାଠୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳିଛି । କେଉଁଠି ପ୍ରଶଂସକମାନେ ସାହାରୁଖ ଉପରେ କ୍ଷୀର…

ବିନା ଶୁକ୍ରାଣୁ ଓ ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କଲେ ବୈଜ୍ଞାନିକ । ଆକସ୍ମିକ ଗର୍ଭପାତ, ବନ୍ଧ୍ୟାତ୍ୱ ଗବେଷଣା କ୍ଷେତ୍ରରେ…

କନକ ବ୍ୟୁରୋ : ମଣିଷ ଭ୍ରୃଣ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି । ବିନା ସ୍ପର୍ମ, ଅଣ୍ଡା ବିନା ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଇସ୍ରାଇଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ଗବେଷକ ଟିମକୁ ଏହି ସଫଳତା ମିଳିଛି । ପ୍ରଫେସର ଜାକୋବ…

କାହାକୁ ଡରିଗଲା ଡ୍ରାଗନ? ଏସିଆନ ସମ୍ମିଳନୀରେ କ’ଣ କହିଲା ଚୀନ?

କନକ ବ୍ୟୁରୋ : ଦକ୍ଷିଣ ଚୀନ ସାଗରଠୁ ଆରମ୍ଭ କରି ବହୁ ପଡୋଶୀ ଦେଶର ଅଂଚଳକୁ ନିଜର ବୋଲି ଦାବି କରୁଥିବା ଚୀନ ଏବେ ଏକଲା ପଡିଯାଇଛି । ଚାରିଆଡୁ ବିରୋଧ ପରେ ମୁହଁ ଫୁଟାଣି ମାରୁଥିବା ବେଞ୍ଜିଂ ଏବେ ଶୀତଲ ଯୁଦ୍ଧର ବିଳାପ କରୁଛି । ଏସିଆନ ସମ୍ମିଳନୀ ମଂଚରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍କ ଯେଉଁ…

ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ…

କନକ ବ୍ୟୁରୋ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ଆୟୋଜିତ ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ଏସିଆନ-ଭାରତ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏସିଆନ-ଭାରତ ସମ୍ମିଳନୀରେ ଅଧ୍ୟକ୍ଷତା କରି ମୋଦୀ କହିଥିଲେ ପୂର୍ବ ଏସିଆ ସହ ଭାରତର ସଂପର୍କ ଚାରି ଦଶନ୍ଧିରେ ପହଂଚିଛି ।…

ଛାଡିଗଲା ଭାଇଗିରି: ବନ୍ଧା ହେଲେ ବାଉଁଶର

କନକ ବ୍ୟୁରୋ: ଦାଦା ବଟି ମାଗି ବନ୍ଧାହେଲେ ବାଉନସର । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗରେ ୨ଜଣ ବାଉନସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । ଏହାସହ ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଜବତ କରିଛି ପୁଲିସ । ମାସକୁ ୫୦…