Daily Archives

September 10, 2023

ବର୍ଷା ବିଗାଡିଲା ଭାରତ ବନାମ ପାକିସ୍ତାନ ମ୍ୟାଚ, ରିଜର୍ଭ ଡେ ରେ ପୁଣି ଖେଳାଯିବ ମ୍ୟାଚ

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ବର୍ଷା କାରଣରୁ ସ୍ଥଗିତ ରହିଛି । ସୁପର ୪ମୁକାବିଲାରେ ଆଜି ପ୍ରଥମେ ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ତରଫରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଆସି ସୁନ୍ଦର ପ୍ରଦର୍ଶନ କରିଥିଲେ…

ଜୀବିକା ଯୋଗାଉଛି ଜଙ୍ଗଲି ଆତ । ପାହାଡ଼ରୁ ଆତ ସଂଗ୍ରହ କରି ବିକ୍ରି କରୁଛନ୍ତି ରାୟଗଡ଼ାର ଆଦିବାସୀ ଅଧ୍ୟୁଷିତ ମହିଳା

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ସପୁରୀ, ପଣସ ଓ କପା ଭଳି ପ୍ରଚୁର ପରିମାଣରେ ଆତ ଅମଳ ହୋଇଥାଏ । ପାହାଡ଼ିଆ ଅଂଚଳରୁ ଆତ ସଂଗ୍ରହ କରି ପାଖାପାଖି ୨୦ କିଲୋମିଟର ଦୁର ଝୁଡ଼ିରେ ବୋହିଆଣନ୍ତି ମହିଳା । ରାୟଗଡା ସହରରେ ବଜାରର ବ୍ୟବସ୍ଥା ନଥିବାରୁ ଜାତୀୟ ରାଜପଥ କଡ଼ରେ ଏମାନେ ଆତର ପସରା ମେଲାଇ…

ଗାଁ ମହିଳାଙ୍କ କମାଲ । ସ୍ୱାମୀଙ୍କ ସହଯୋଗରେ ଛତୁଚାଷ କରି ଚର୍ଚ୍ଚାରେ ଆଠଗଡ଼ର ସଞିତା ଓ ମିତାଲି

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନାକ ଚାଷ ହେଇଥିବା ବେଳେ ଏହାକୁ ଅପଣେଇ ଗାଁ ଗହଳିରେ ଅଧିକାଂଶ ଚାଷୀ ଲାଭବାନ ହେଉଛନ୍ତି । ଏହି ଚାଷରୁ କମ ସମୟରେ ଅଧିକ ଲାଭ ମିଳିଥାଏ । ଏହି ବ୍ୟବସାୟକୁ ଆପଣେଇ ଉଭୟ ଚାଷୀ ଓ ବ୍ୟବସାୟୀ ଆତ୍ମନିର୍ଭର ହୋଇପାରୁଛନ୍ତି । ଆଠଗଡ଼ ବ୍ଲକ କଣ୍ଡରେଇ ପଂଚାୟତର…

ଗୋ-ପାଳନ ଦେଲା ନୂଆ ପରିଚୟ । କ୍ଷୀର ବ୍ୟବସାୟ କରି ସ୍ୱାବଲମ୍ବୀ, ୨୫ଟି ପରିବାରର ସାହାରା ପାଲଟିଛନ୍ତି ନମିତା

କନକ ବ୍ୟୁରୋ : ଗାଇ ଫାର୍ମରୁ ମିଳୁଛି ଭଲ ରୋଜଗାର । ପାଖାପାଖି ୧୫୦ରୁ ଅଧିକ ଗାଇ ରଖି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାର ଦେଇଛନ୍ତି କୋରାପୁଟର ନମିତା ପାଟଯୋଶୀ । ଏହି ଗୋପାଳନ କେନ୍ଦ୍ରରୁ କେବଳ ସେ ନିଜେ ଉପକୃତ ହେଉଛନ୍ତି ତା’ ନୁହେଁ ପାଖାପାଖି ୨୫ଟି ପରିବାର ପାଇଁ…

ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷକରି ପାଉଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଏକର ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍ ଫଳ । ସିମେଂଟ ଖୁଂଟ ସାହାରାରେ ଲାଗିଥିବା ଏହି ଗଛରେ ମଧ୍ୟ ପ୍ରଚୁର ପରିମାଣର ଫଳ ଫଳିଛି । ଫୁଲ ଫଳ ଭରା ଏହି କ୍ଷେତକୁ ଯିଏ ଦେଖିବ ଘଡ଼ିଏ ଅଟକିଯିବ ନିଶ୍ଚୟ । ଏମିତି କିଛି ଚାଷ କରି ନିଜ ଅଂଚଳରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା…

ବାଉଁଶରେ ନିଖୁଣ କଳାକୃତି । ତାଜମହଲ, ଘର, ମୟୂର, ରଥ ଭଳି ସୁନ୍ଦର ସୁନ୍ଦର ଘରସଜା ସମାଗ୍ରୀ ତିଆରି କରୁଛନ୍ତି ଯାଜପୁରର…

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଗଙ୍ଗାଧରପୁର ଗାଁର ରମେଶ ବେହେରା । ରମେଶ ହାଇସ୍କୁଲ ସ୍ତରରୁ ପାଠପଢା ଛାଡିବା ପରେ ମୂଲ ମଜୁରୀ ଲାଗି ଚଳୁଥିଲେ । ଏହାପରେ ସେ ନିଜସ୍ୱ ଉଦ୍ୟମରେ ନୂଆ କିଛି କରିବା ପାଇଁ ସଙ୍କଳ୍ପ ନେଇ ଆରମ୍ଭ କରିଥିଲେ ମାଇକରେ ବ୍ୟବହାର ହେଉଥିବା…