Daily Archives

September 21, 2023

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ବଡ ଖୁଲାସା । ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ…

କନକ ବ୍ୟୁରୋ : ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦ ବର୍ଷ ମଧ୍ୟରେ ଦେଶର ଲୋକଙ୍କର ସଂଚୟ ତଳସ୍ତରକୁ ଆସିଛି । ଏହାସହ ଲୋକଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢିବାରେ ଲାଗିଛି । ଏବେ ପୁଣି ଦେଶର ବେରୋଜଗାରକୁ ନେଇ ଏକ ବଡ ରିପୋର୍ଟ ଆସିଛି । ଦେଶରେ ଥିବା ୨୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କ…

ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି…

କନକ ବ୍ୟୁରୋ : ରାଜନୀତିର ଷ୍ଟଂଟ । ରାହୁଲଙ୍କ କୁଲି ବେଶ । ଦିଲ୍ଲୀ ଆନନ୍ଦ ବିହାର ରେଲୱେ ଷ୍ଟେସନ ଗଲେ । କୁଲିଙ୍କ ସହ ସମୟ ବିତାଇଲେ । କୁଲିଙ୍କ ଭଳି ଲାଲ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ସୁଟକେଶ୍ ଧରି ଚାଲିଲେ । ରାହୁଲଙ୍କ ଏହି ଫଟୋ ଓ ଭିଡିଓକୁ ନିଜେ ରାହୁଲ ଓ ୟୁଥ୍ କଂଗ୍ରେସ…

ଦୁନିଆ ଦେଖିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱର ନର୍ମଦା କୂଳରେ…

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ସ୍ଥାପନା କରାଯାଇଥିବା ଏହି ବିଶାଳକାୟ ମୂର୍ତ୍ତି ର୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉଦଘାଟନ କରିଛନ୍ତି । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ…

କାହାକୁ କହିବା ଜନ ବିରୋଧୀ? ଜନତାଙ୍କ ସ୍ୱର ଉଠାଇବା ନା ଜନତାଙ୍କୁ ଠକିବା?

କନକ ବ୍ୟୁରୋ: ଯେଉଁ ଶାସକ ଦଳ ସୌମ୍ୟ ରଂଜନକୁ ଜନବିରୋଧୀ ଆଖ୍ୟା ଦେଇ ବିଜେଡିରୁ ବିଦା କରିଛି, ତାର ଜନବିରୋଧୀ ନିତିର ତାଲିକା ବେଶ ଲମ୍ବା । ଗଣମାଧ୍ୟମର କଣ୍ଠରୋଧ ହେଉ, କି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ହେଉ, ଏସବୁ ଜନବିରୋଧୀ ନିତିରେ ଆଗରେ ରାଜ୍ୟ ସରକାର । କାହାକୁ କୁହାଯାଏ…

ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ପୁଣି ଆରମ୍ଭ ହେବ ହଲଚଲ । ପୁଣି ସକ୍ରିୟ ହୋଇ ଉଠିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗୁରୁବାର ଶିବଶକ୍ତି ପଏଂଟରେ ପୁଣି ଚମକି ଉଠିବ ଭାରତର ମିଶନ ଚନ୍ଦ୍ରଯାନ-୩ । ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର 'ବିକ୍ରମ' ଓ ରୋଭର 'ପ୍ରଜ୍ଞାନ'କୁ ସ୍ଲିପ୍ ମୋଡକୁ…

୧୮ ଅଗଷ୍ଟରୁ ୨୧ ସେପ୍ଟେମ୍ବର: ସୌମ୍ୟରଂଜନଙ୍କ ସଂପାଦକୀୟ ପରେ ପ୍ରତିଶୋଧର ରକ୍ତ ଚାଉଳ ଚୋବାଉଛନ୍ତି ଛାୟା ସରକାର

କନକ ବ୍ୟୁରୋ: ବୋଧହୁଏ ଭାରତ ଇତିହାସରେ ଏଭଳି ଚିତ୍ର କେବେ ଦେଖିବାକୁ ମିଳି ନଥିବ । ଯେତେବେଳେ ଜଣେ ସଚିବଙ୍କୁ କୌଣସି ସମ୍ପାଦକୀୟ ଆଲେଖ୍ୟରେ ପ୍ରଶ୍ନ ହୋଇଥିବ ଆଉ ସେଥିପାଇଁ ସେହି ଗଣମାଧ୍ୟମର କଣ୍ଠରୋଧ ପାଇଁ ପୁରା ଶାସନ ବ୍ୟବସ୍ଥା ଲାଗି ପଡିଥିବ । କିନ୍ତୁ, ଓଡିଶାର ବିଚିତ୍ର ଶାସନ…