Daily Archives

September 16, 2023

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

କନକ ବ୍ୟୁରୋ: ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟା । ଶନିବାର ତାଙ୍କର ଦିଲ୍ଲୀରେ ଦେହାନ୍ତ ଘଟିଛି । ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହେଟ୍ଟା ନବୀନଙ୍କ ବଡ ଭଉଣୀ ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର…

ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା…

କନକ ବ୍ୟୁରୋ : କ୍ରିକେଟ ପଡିଆରେ ଖେଳାଳିଙ୍କୁ ପାଣି ଯୋଗାଇ ଦେବାକୁ ନେଇ ଚର୍ଚ୍ଚାରେ ଭାରତୀୟ ଲୋକପ୍ରିୟ କ୍ରିକେଟ୍ ତାରକା ବିରାଟ କୋହଲି। ଭାରତ ବିପକ୍ଷ ବାଙ୍ଗଲାଦେଶ ମ୍ୟାଚରେ ବିରାଟଙ୍କୁ ଆରାମ କରିବାକୁ ଦିଆଯାଇଥିଲା । ବିରାଟ କୋହଲି ଏଭଳି ଜଣେ ଖେଳାଳି ଯିଏ କି, ଫ୍ଲେଇଂ ଇଲେଭେନର ସଦସ୍ୟ…

ବଢୁଛି କାନାଡ଼ା-ଭାରତ ସମ୍ପର୍କରେ ତିକ୍ତତା । ଶେଷ ମୁହୁର୍ତରେ କାରଣ ନ କହି ମୁକ୍ତ ବାଣିଜ୍ୟ ବୁଝାମଣା ବୈଠକ ବାତିଲା କଲା…

କନକ ବ୍ୟୁରୋ : ବାତିଲା ହେଲା ଭାରତ-କାନାଡ଼ା ମୁକ୍ତ ବାଣିଜ୍ୟ ବୁଝାମଣା ବା ଏଫଟିଏ ବୈଠକ । ଅକ୍ଟୋବର ମାସରେ ବୈଠକ ବସିବା ନେଇ ଉଭୟ ଦେଶ ମଧ୍ୟରେ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତରେ କାନାଡ଼ା ପକ୍ଷରୁ ବାତିଲା କରାଯାଇଛି । କାନାଡାର ମନ୍ତ୍ରୀ ମ୍ୟାରି ଏନଜୀ ଭାରତ ଆସିବା କାର୍ଯ୍ୟକ୍ରମ…

ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ…

କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ଠକେଇ ମାମଲାରେ ଫଶିପାରନ୍ତି ୧୪ରୁ ଅଧିକ ବଲିଉଡର ଜଣାଶୁଣା କଳକାର ଓ କଣ୍ଠଶିଳ୍ପୀ । ଟାଇଗର ସ୍ରଫ୍, ସନ୍ନି ଲିଓନି, ନେହା କକ୍କଡ, ବିଶାଳ ଦଦଲାୀନୀ, ଏଲି ଆବ୍ରାହମ, ଭାରତୀ ସିଂ, ଭାଗ୍ୟଶ୍ରୀ, କ୍ରିତି ଖରବନ୍ଦା, ନୁସରତ ଭରୁଚା, କ୍ରିଷ୍ଣା ଅଭିଷେକ,…

ସନାତନ ଧର୍ମ ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଲେ, ବାକ ସ୍ୱାଧୀନତା ଆଳରେ…

କନକ ବ୍ୟୁରୋ : ଦେଶରେ ସନାତନ ଧର୍ମକୁ ନେଇ ଆପତିଜନକ ଟିପ୍ପଣୀ ଓ ଏହାକୁ ନେଇ ବିବାଦ ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ବାକ୍ ସ୍ୱାଧୀନତା ବାହାନାରେ ଘୃଣା ଭାଷଣ ନହେଉ । ତାମିଲନାଡୁର ଏକ କଲେଜରେ ସନାତନ ଧର୍ମ ବିରୋଧରେ…

କେରଳରେ ନିପା ଭାଇରସ ଭୟ । ସତର୍କ କରାଇଲା ଆଇସିଏମଆର, କରୋନାଠୁ ଅଧିକ ଘାତକ ନିପା

କନକ ବ୍ୟୁରୋ : ୪ବର୍ଷ ପରେ କେରଳକୁ ଫେରିଛି ଭୟର ଭାଇରସ ନିପା । ୩ଜଣଙ୍କ ମୃତ୍ୟୁ ଓ ୭ରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ଭୟ ବଢୁଛି ଓ ଭାଇରସକୁ ନେଇ ଆଶଙ୍କା ମଧ୍ୟ ଘନୀଭୂତ ହେଉଛି । ଏହା ଭିତରେ ସତର୍କ କରାଇଛି ଆଇସିଏମଆର । ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି କରୋନାଠୁ ନିପା ଭାଇରସରେ…