Daily Archives

September 22, 2023

ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ପାଇଁ ଆଇସିସି ଘୋଷଣା କଲା ପୁରସ୍କାର ରାଶି, ଚାମ୍ପିୟନ ଦଳ ଉପରେ ହେବ ଧନବର୍ଷା

କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ କ୍ରିକେଟ କାଉଁସିଲ ବା ଆଇସିସି ପକ୍ଷରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ ବିଶ୍ୱର ୧୦ଟି ବଡ କ୍ରିକେଟ…

ରାଘବ-ପରିଣୀତିଙ୍କ ବାହାଘର ପ୍ରସ୍ତୁତି ଆରମ୍ଭ । ଉଦୟପୁରରେ ପହଁଚିଲେ ବର-କନ୍ୟା, ରବିବାର ବାହାଘର, ପହଁଚୁଛନ୍ତି ଅତିଥି

କନକ ବ୍ୟୁରୋ : ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର । ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ରାଘବ ଓ ପରିଣୀତି । ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି…

ଖଲିିସ୍ତାନୀଙ୍କ ପାଇଁ ଭାରତ କାନାଡ଼ା କଳି । ପ୍ରଭାବିତ ହେଉଛି କୁଟନୀତି ସମ୍ପର୍କ

କନକ ବ୍ୟୁରୋ : ଭାରତ-କାନାଡ଼ା ବିବାଦ ଚାଲିଛି ଆଉ ଏହା ଭିତରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶରେ ହିଁ ନିଜ ଲୋକପ୍ରିୟତା ହରାଉଛନ୍ତିି । ଯାହାର ତାଜା ଉଦାହରଣ ହେଉଛି ନିକଟରେ ହୋଇଥିବା ଏକ ସର୍ଭେ । ଆଗକୁ କାନାଡ଼ା ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଲୋକପ୍ରିୟତା ହରାଉଛନ୍ତି…

ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ…

କନକ ବ୍ୟୁରୋ : ସନାତନ ଧର୍ମ ଉପରେ ବିବାଦୀୟ ଟିପ୍ପଣୀ ଘଟଣ।।ରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କୁ ସୁପ୍ରିମ୍କୋର୍ଟର ନୋଟିସ୍ । ସନାତନ ଧର୍ମକୁ ନେଇ ଷ୍ଟାଲିନ କିଛି ଦିନ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସନାତନ ଧମର୍କୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିବା ସହ ଦେଶରୁ…

ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା ଏନଡିଏର ବଳ । ନୂଆ ସଦସ୍ୟଭାବେ ମେଂଟରେ ମିଶିଲା ଜେଡିଏସ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିଲା ଏନଡିଏର ବଳ । ମେଂଟରେ ସାମିଲ ହେଲା କର୍ଣ୍ଣାଟକର ଆଂଚଳିକ ଦଳ ଜେଡିଏସ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସରକାରୀ ବାସଭବନରେ ପହଁଚି ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମେଂଟ ସହ ହାତ ମିଳାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

ଦଳୀୟ ସାଂସଦଙ୍କ ବୟାନ ପାଇଁ ଫଶିଲା ବିଜେପି । ବିଏସପି ସାଂସଦ ଦାନିସ ଅଲ୍ଲୀଙ୍କୁ ଉଗ୍ରବାଦୀ କହି ବିବାଦ ଘେରରେ ବିଜେପି…

କନକ ବ୍ୟୁରୋ : ନିଜର ଦଳର ସାଂସଦଙ୍କ ପାଇଁ ବିବାଦରେ ଫଶିଛି ବିଜେପି । ବହୁଜନ ସମାଜବାର୍ଦି ପାର୍ଟି ସାଂସଦ ଦାନିଶ ଅଲ୍ଲୀଙ୍କୁ ଉଗ୍ରବାଦୀ କହିବା ଘଟଣାକୁ ନେଇ ବିବାଦର ନିଅାଁ କୁହୁଳୁଛି । ଗୁରୁବାର ଚନ୍ଦ୍ରଯାନ-୩ ମିଶନକୁ ନେଇ ଲୋକସଭରେ ଆଲୋଚନା ଚାଲିଥିବାବେଳେ ଦାନିସ ଅଲ୍ଲୀଙ୍କୁ ଆକ୍ଷେପ…