Daily Archives

September 20, 2023

ଏଣିକି ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ଫଟୋ, ସ୍ୱର, ସଂଳାପ ଓ ଭାବଭଙ୍ଗୀ: ଅନିଲଙ୍କ ଆବେଦନ ଉପରେ ଶୁଣାଣୀ…

କନକ ବ୍ୟୁରୋ: ଏଣିକି ଆଉ ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର । ଅନୀଲଙ୍କ ଦ୍ୱାର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଅନୀଲଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର…

ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ

କନକ ବ୍ୟୁରୋ: ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ମ ସ୍ଥାନରୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜ ୭ଓଭରରେ…

ମଧ୍ୟପ୍ରଦେଶରେ ଶୋଭା ପାଇବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତି: ଖଣ୍ଡବାରେ ସ୍ଥାପନ ହେବ ୧୦୮ଫୁଟ ଉଚ୍ଚତାର…

କନକ ବ୍ୟୁରୋ: ଦୁନିଆ ଦେଖିବ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତିକୁ ସ୍ଥାପନ କରାଯିବ । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଷ୍ଟାଚ୍ୟୁ ଅଫ୍ ୱାନ୍ନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି…

ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ: ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଏଲନ ମସ୍କଙ୍କୁ ମିଳିଛି ବଡ ସଫଳତା । ଏଲନ ମସ୍କଙ୍କ ବ୍ରେନ ଚିନ୍ ଷ୍ଟାଟଅପ ନ୍ୟୁରାଲିଙ୍କୁ ଏଫଡିଏ ନୂଆ ଟ୍ରାଏଲ ପାଇଁ ଗ୍ରୀନ ସିଗନାଲ ମିଳିଛି । ମଣିଷଙ୍କ ମସ୍ତିଷ୍କରେ ଚିପ୍ ଲଗାଇବାକୁ ମିଳିଛି ମଂଜୁରି । ନ୍ୟୁଜ ଏଜେନ୍ସ ରଏଟର୍ସର ରିପୋର୍ଟ ଅନୁସାରେ…

କେନ୍ଦ୍ର ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ସାମାଜିକ ଗଣମାଧ୍ୟମ ବ୍ୟବହାରର ସର୍ବନିମ୍ନ ବୟସ ଧାର୍ଯ୍ୟ କର

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆ ଜାଲରେ ଛନ୍ଦି ହୋଇଯାଇଛନ୍ତି ସମସ୍ତେ । ମୁଖ୍ୟତଃ ସ୍କୁଲ ପିଲାମାନେ ସୋସିଆଲ ମିଡିଆ ନିଶାରେ ପଡ଼ିଛନ୍ତି । ଘଂଟା ଘଂଟା ସମୟ ବିତାଉଛନ୍ତି । କିନ୍ତୁ ଇଂଟରନେଟ୍ରେ ଏଭଳି କିଛି କଂଟେଟ ରହିଛି ଯାହା ପିଲାଙ୍କ ପାଇଁ ଭଲ ନୁହେଁ । ଏଭଳି ନିଶାରୁ ନିବୃତ ରହିବା ପାଇଁ…

ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ: ସୋନିଆ କହିଲେ ବିଲ୍ ଥିଲା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ

କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ହୋଇଛି । ଉଭୟ ସରକାର ଓ ବିରୋଧୀ ବିଲକୁ ନେଇ ନିଜ ନିଜର ଯୁକ୍ତି ରଖିଛନ୍ତି । ସରକାର ଆଗତ କରିଥିବା ବିଲକୁ ମିଳୁଛି ସମସ୍ତ ବିରୋଧୀଙ୍କ ସମର୍ଥନ । ସେପଟେ ବିରୋଧୀଙ୍କ ଦାବି ଅଳ୍ପସଂଖ୍ୟକଙ୍କୁ ଏହି…