Daily Archives

September 5, 2023

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଶାହାରୁଖ ଖାନଙ୍କ ଆଗାମୀ ସିନେମା ଯବାନ । ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ ପାଇଁ…

କନକ ବ୍ୟୁରୋ : ସମସ୍ତଙ୍କ ନଜର ଅଟକିଛି କିଙ୍ଗଖାନ୍ ଶାହାରୁଖଙ୍କ ସିନେମା ‘ଯବାନ’ ଉପରେ । ସିନେମା ବଡ ପରଦାକୁ ଆସିବାକୁ ଆଉ ମାତ୍ର ୨ ଦିନ ବାକି ରହିଛି । ଏହା ଭିତରେ ଆଡାଭାନ୍ସ ଟିକେଟ୍ ବିକ୍ରିରେ ରେକର୍ଡ ଭାଙ୍ଗିଛି ‘ଯବାନ । ୭ ସେପ୍ଟେମ୍ବରେ ଆସିବାକୁ ଥିବା ଏହି ସିନେମା ପାଇଁ ୭ ଲକ୍ଷର…

କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃ୍ତରେ ଖେଳିବ ଭାରତୀୟ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଏସିଆ କପ୍…

ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ଚିନ୍ତା ବଢ଼ାଇଛନ୍ତି ମାଙ୍କଡ଼ । ଘଉଡ଼ାଇବା ପାଇଁ ପ୍ରଶାସନର ନିଆରା ପଦକ୍ଷେପ

କନକ ବ୍ୟୁରୋ : ଆପଣଙ୍କ ଭିତରେ ଏମିତି କେହି ନା’ କେହି ଥିବେ, ଯିଏ ପଶୁ-ପକ୍ଷୀଙ୍କ ସ୍ୱର ବାହାର କରିପାରୁଥିବେ । କିଏ ମାଙ୍ଗଡ଼ ଭଳି ଶବ୍ଦ କରିପାରୁଥିବେ, ତ’ ଆଉ କିଏ କୁକୁରଙ୍କ ଭଳି ଶବ୍ଦ କରିପାରୁଥିବେ । କିନ୍ତୁ ପଶୁପକ୍ଷୀଙ୍କ ଭଳି ଶବ୍ଦ ବାହାର କରିପାରୁଥିବା ଲୋକଙ୍କର ବି ଆବଶ୍ୟକତା ରହିଛି…

ମୁମ୍ବାଇ ଏୟାରହୋସଟେଜ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସିସିିଟିଭି ଫୁଟେଜ ଆଧାରରେ ଗିରଫ କଲା ମୁମ୍ବାଇ ପୁଲିସ

କନକ ବ୍ୟୁରୋ : ବିବାର ମଧ୍ୟାହ୍ନ ସମୟରେ ମୁମ୍ବାଇ ମରୋଲ ଅଂଚଳର ଏକ ଆପାଟମେଂଟରେ ସେତିକି ବେଳେ ହୋହାଲ୍ଲା ଶୁଭିଥିଲା ଯେତେବେଳେ ବିଲଡିଂ ଏକ ଫ୍ଲୋରରୁ ମିଳିଥିଲା ରକ୍ତ ଜୁଡୁବୁଡୁ ଜଣେ ଯୁବତୀଙ୍କ ମୃତ ଶରୀର । ଯୁବତୀ ଜଣ ଅର୍ଦ୍ଦ ନଗ୍ନ ଅବସ୍ଥାରେ ଫ୍ଲାଟ ଭିତରେ ପଡିଥିବା ଦେଖି ତାଙ୍କର ଜଣେ…

ଚନ୍ଦନପୁରରୁ ଅସ୍ତରଙ୍ଗ, ମନି ଅର୍ଡର ପହଁଚିବାକୁ ଲାଗିଲା ୫ବର୍ଷ । ଝିଅର ଓଷା ପାଇଁ ୨୦୧୮ରେ ଟଙ୍କା ପଠାଇଥିଲେ ବାପା ।…

କନକ ବ୍ୟୁରୋ: ଆମ ଦେଶରେ ଟଙ୍କା ପଠାଇବା ଓ ଚିଠି ପଠାଇବାର ଏକ ସୁରକ୍ଷିତ ବ୍ୟବସ୍ଥା ଡାକ ବିଭାଗ ବୋଲି କୁହାଯାଏ । ଏବେ ପୋଷ୍ଟାଲରେ ଟଙ୍କା ପଠାଇବା କମ୍ ହୋଇଥିଲେ ବି ପୂର୍ବରୁ ଏହି ବ୍ୟବସ୍ଥା ଉପରେ ବହୁ ଲୋକ ନିର୍ଭର କରୁଥିଲେ । ସୁରକ୍ଷିତ ଭାବେ ଟଙ୍କା ନିର୍ଦ୍ଧିଷ୍ଟ ସ୍ଥାନରେ, ନିର୍ଦ୍ଧିଷ୍ଟ…

ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବଢୁଛି ବିବାଦ ।ବିିଭିନ୍ନ କ୍ଷେତ୍ରର ୨୨୬ଜଣ ବିିଶିଷ୍ଟ…

କନକ ବ୍ୟୁରୋ : ତାମିଲନାଡୁ ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ତେଜୁଛି ଆକ୍ରୋଶ । ବିଜେପି ସହ ବିଭିନ୍ନ ହିନ୍ଦୁ ସଂଗଠନ ସନାତନ ଧର୍ମ ଉପରେ ଷ୍ଟାଲିନ ଦେଇଥିବା ବୟାନକୁ ଘୋର ବିରୋଧ କରୁଛନ୍ତି । ଏହା ଭିତରେ ବିଭିନ୍ନ କ୍ଷେତ୍ରର ୨୬୨ଜଣ ବିଶିଷ୍ଠ ବ୍ୟକ୍ତି ଚିଠି…